କଳିଙ୍ଗନଗର ଭିସା ଷ୍ଟିଲ କାରଖାନାକୁ ଏନଜିଟି ଛାଟ, କଡା କାର୍ଯ୍ୟାନୁଷ୍ଠାନ ପାଇଁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର…
କଳିଙ୍ଗନଗର(କେନ୍ୟୁଜ୍): କଳିଙ୍ଗନଗର ଭିସା ଷ୍ଟିଲ କାରଖାନାକୁ ଏନଜିଟି ଛାଟ । କାରଖାନାରୁ ନିର୍ଗତ ବିଷାକ୍ତ ଓ ଦୂଷିତ ଜଳ ବିନା ଟ୍ରିଟମେଣ୍ଟରେ ଗଣ୍ଡାନାଳକୁ ଛାଡି ଦିଆଯାଉଛି । ଫଳରେ ଆଖପାଖ ଅଞ୍ଚଳର ଚାଷ ଜମି ଗୁଡିକରେ ବିଷାକ୍ତ ପାଣି ମାଡିି ବ୍ୟାପକ ଫସଲ ନଷ୍ଟ ହେଉଛି । ଏହା ପ୍ରଭାବରେ ଭୂତଳ…