Browsing Tag

Kalinga stadium

ଅସମ୍ଭବ କିଛି ନୁହେଁ, ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ ନବୀନଙ୍କ ନୀରବ ବାର୍ତ୍ତା

ଭୁବନେଶ୍ୱର(କେନ୍ୟୁଜ୍): ଅସମ୍ଭବ କିଛି ନୁହେଁ । ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ପୁରସ୍କୃତ ପରେ କଳିଙ୍ଗ ଷ୍ଟାଡିୟମ ଜିମରୁ ନୀରବ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲଟିମେଟ ଖୋ ଖୋ ଲିଗର ଚାମ୍ପିୟାନ ଓଡ଼ିଶା ଜଗରନଟସ ଟିମର ସମସ୍ତ ଖେଳାଳି ଓ କୋଚ୍‌ଙ୍କୁ ସମ୍ବର୍ଦ୍ଧିତ…

କଳିିଙ୍ଗ ଷ୍ଟାଡିୟମରେ ଭାରତ-ବାଂଲାଦେଶ ଫୁଟବଲ ମ୍ୟାଚ ଦେଖିଲେ ମନ୍ତ୍ରୀ-ବିଧାୟକ, ନିମନ୍ତ୍ରଣ କରିଥିଲା କ୍ରୀଡା ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଫୁଟବଲ ମ୍ୟାଚର ମଜା ଉଠାଇଲେ ବିଧାୟକ। କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଦେଖିଲେ ବିଧାୟକ। ମ୍ୟାଚ ଦେଖିବାକୁ ନିମନ୍ତ୍ରଣ କରିଥିଲା ରାଜ୍ୟ କ୍ରୀଡା ବିଭାଗ। ସବୁଦଳର ବିଧାୟକ ଦେଖିଛନ୍ତି ଫୁଟବଲ ମ୍ୟାଚ। ମ୍ୟାଚ ଦେଖିବା ସହ କଳିଙ୍ଗ…

ଏକଥରକରେ ନିଯୁକ୍ତି ପାଇଲେ ୬୨୩୧ ଜଣ ଶିକ୍ଷକ: କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):ରାଜ୍ୟର ଶିକ୍ଷା ଇତିହାସରେ ଆଜି ଦିନଟି ସବୁବେଳେ ସ୍ମରଣୀୟ ହୋଇରହିବ । ନବୀନ ଓଡିଶା ଗଠନ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ରାଜ୍ୟର ଶିକ୍ଷା ଓ ସ୍ବାସ୍ଥ୍ୟ – ଏହି ଦୁଇଟିଯାକ କ୍ଷେତ୍ରର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଇଆସିଛନ୍ତି। ସାରା ରାଜ୍ୟର…

କଳିଙ୍ଗ ଷ୍ଟାଡିୟମରେ ହେବ ଜୁନିଅର ପୁରୁଷ ବିଶ୍ୱକପ୍‌ ହକି ଟୁର୍ଣ୍ଣାମେଣ୍ଟ, ଲୋଗୋ ଏବଂ ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର (କେନ୍ୟୁଜ୍ବ୍ୟୁ ରୋ) : ଓଡ଼ିଶାରେ ହେବ ଜୁନିୟର ବିଶ୍ୱକପ ହକି ।ଦୁଇ ମାସ ପରେ କଳିଙ୍ଗକୁ ଫେରିବ ହକି । ଏ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ଟୁର୍ଣ୍ଣାମେଣ୍ଟର ଲୋଗୋ ଏବଂ ଟ୍ରଫି ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱର କଳିଙ୍ଗ…

ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରୋ ହକି ଲିଗ୍‌, ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରୋ ହକି ଲିଗ୍‌ । ଏଫଆଇଏଚ୍‌ ହକି ପ୍ରୋଲିଗ୍‌ –୨୦୨୦ ରେ ବିଶ୍ୱ ବିଜେତା ବେଲଜିୟମକୁ ଭେଟିବ ଭାରତ । ବିଶ୍ୱକପ୍‌ ପରେ ପ୍ରଥମ ଥର ପାଇଁ ଉଭୟ ଦେଶ ମୁହାଁମୁହିଁ ହେବେ । ଏଥିପାଇଁ ଦୁଇ ଦେଶ ଜୋରଦାର ଅଭ୍ୟାସ କରିଛନ୍ତି ।…

ନ୍ୟାସନାଲ ସ୍ପୋର୍ଟସ କ୍ଲାଇମ୍ବିଂ ଚମ୍ପିଆନସିପ୍ ଉଦଯାପନୀ ଉତ୍ସବରେ ଅଭାବନୀୟ ଘଟଣା, ପୁରସ୍କାର ବିତରଣ ସମୟରେ ମହିଳା…

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଆୟୋଜିତ ନ୍ୟାସନାଲ ସ୍ପୋର୍ଟସ କ୍ଲାଇମ୍ବିଂ ଚମ୍ପିଆନସିପର ଉଦଯାପନୀ ଉତ୍ସବରେ ଅଭାବନୀୟ ଘଟଣା। ପ୍ରତିଯୋଗିତାର ପୁରସ୍କାର ବିତରଣ ସମୟରେ ଷ୍ଟେଜ୍ ଉପରେ ଜଣେ ମହିଳା ସ୍ୱେଚ୍ଛାସେବୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଜଣେ ବରିଷ୍ଠ…

ଭୁବନେଶ୍ୱରରେ ଆରମ୍ଭ ହୋଇଛି ସର୍ବଭାରତୀୟ ହକି ପ୍ରତିଯୋଗିତା, ଅଂଶଗ୍ରହଣ କଲେ ୫ ଶହ ପ୍ରତିଯୋଗୀ

ଭୁବନେଶ୍ୱର (କେନ୍ୟୁଜ୍): ଭୁବନେଶ୍ୱର ସପ୍ତମ ବାଟାଲିୟନରେ ୬୮ ତମ ସର୍ବଭାରତୀୟ ହକି ପ୍ରତିଯୋଗିତା-୨୦୧୯ ଚାଲିଛି । ଏହି ପ୍ରତିଯୋଗିତା ୨୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ । ଉଦଘାଟନୀ ଉତ୍ସବରେ ପୋଲିସ ଡିଜି ଅଭୟ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ଅଧିକାରୀଙ୍କୁ ସ୍ୱାଗତ…

ହକି ମ୍ୟାଚରେ ସମ୍ବଲପୁରୀ ବାଜା, ବିଶ୍ବ ଦେଖିଲା ଓଡିଶାର କଳା ସଂସ୍କୃତି

ଭୁବନେଶ୍ବର(କେନ୍ୟୁଜ୍):  ଏଫଆଇଏଚ୍ ହକି କ୍ବାଲିଫାୟାର୍ସ ମ୍ୟାଚରେ ଦେଖିବାକୁ ମଳିଲା ମନ ପ୍ରଫୁଲ୍ଲିତ କଲାଭଳି ଦୃଶ୍ୟ।  ପଡିଆ ଭିତରୁ  ଶୁଭିଲା ଓଡିଶାର କଳା ସଂସ୍କୃତିର ଧୂନ୍। କଳିଙ୍ଗ ଷ୍ଟାଡିୟମରୁ ଅଗଣିତ ବିଦେଶୀ ହକି ପ୍ରେମୀ ଦେଖିଲେ ଓଡିଶାର ଲୋକକଳା। ଖେଳ ଆରମ୍ଭ ହେବା ପୂର୍ବରୁ  ଢୋଲ…

ଭୁବନେଶ୍ୱର : ନଭେମ୍ବର ପ୍ରଥମ ସପ୍ତାହରେ ଅଲିମ୍ପିକ୍ସ ହକି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌

କେନ୍ୟୁଜ୍: ନଭେମ୍ବର ପ୍ରଥମ ସପ୍ତାହରେ ଅଲିମ୍ପିକ୍ସ ହକି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌ ହେବ । ଆନ୍ତର୍ଜାତିକ ହକି ଫେଡେରେସନର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟି…

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରତିଷ୍ଠା ହେବ ବୃହତ ବ୍ୟାଡମିଣ୍ଟନ୍‌ ଏକାଡେମୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁନିତ…

ଭୁବନେଶ୍ୱର(କେନ୍ୟୁଜ୍): କଳିଙ୍ଗ ଷ୍ଟାଡିୟମରେ ପ୍ରତିଷ୍ଠା ହେବ ବୃହତ ବ୍ୟାଡମିଣ୍ଟନ୍‌ ଏକାଡେମୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଡାଲମିଆ ଭାରତ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପୁନିତ ଡାଲମିଆ ଓ ପି. ଗୋପୀଚାନ୍ଦ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବ୍ୟାଡମିଣ୍ଟନ୍‌ ଏକାଡେମୀର…

କର୍ତ୍ତବ୍ୟରୁ ଫୁରୁସତ ପାଇ ଫୁଟବଲ ଖେଳିଲେ ନେତା, ମନ୍ତ୍ରୀ, ଅଧିକାରୀ ଓ ସାମ୍ବାଦିକ, ମଇଦାନରେ ଚାଲିଲା ରିଅଲ ଫାଇଟ

ଭୁବନେଶ୍ୱର (କେ ନ୍ୟୁଜ୍‌) : କାମ..କାମ...କାମ।... କର୍ତ୍ତବ୍ୟରୁ ଫୁରୁସତ ନଥାଏ। ନେତା, ମନ୍ତ୍ରୀ, ଅଧିକାରୀ ଓ ସାମ୍ବାଦିକଙ୍କ ଦୈନନ୍ଦିନ କାମରେ ଚାପରେ ରହନ୍ତି। ଆଜି ରବିବାର ଫୁରୁସତ ବାହାର କରି ମୈଦାନକୁ ଓହ୍ଲାଇଥିଲେ। ଫୁଟ୍‌ବଲ ଖେଳିଥିଲେ। ଅବସର ଥିଲା ବନ୍ଦୁତ୍ୱପୂର୍ଣ୍ଣ ଫୁଟବଲ…

FIH ପୁରୁଷ ହକି ସିରିଜ ପାଇଁ ଦଳ ଘୋଷିତ, ୧୮ ଜଣିଆ ଭାରତୀୟ ଦଳରେ ୨ ଓଡ଼ିଆ ସାମିଲ

କେନ୍ୟୁଜ୍ : ଆସନ୍ତା ଜୁନ୍‌ ୬ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ FIH ପୁରୁଷ ହକି ମ୍ୟାଚ୍‌ । ଏଥିପାଇଁ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି । ୧୮ ଜଣିଆ ଭାରତୀୟ ହକି ଦଳରେ ସ୍ଥାନ ପାଇଛନ୍ତି ୨ଜଣ ଓଡ଼ିଆ । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଦଳରେ ସାମିଲ କରାଯାଇଛି ।…