Browsing Tag

kalinga TV won pratik memorial cricket tournament championship

ପ୍ରତୀକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କନକକୁ ହରାଇ କଳିଙ୍ଗ ଟିଭି ହେଲା ଚମ୍ପିୟାନ

ଭୁବନେଶ୍ୱର (କେନ୍ୟୁଜ୍) : ଏଠାକାର ୟୁନିଟ୍-୬ ଗଙ୍ଗନଗର ସ୍ଥିତ ନେତାଜୀ ସ୍ପୋର୍ଟିଂ କ୍ଲବ ଆନୁକୁଲ୍ୟରେ ଚାଲିଥିବା ପ୍ରତୀକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି କଳିଙ୍ଗ ଟିଭିି ଚମ୍ପିୟାନ ହୋଇଛି । କନକକୁ ଫାଇନାଲରେ ହରାଇ ବିଜେତା ହୋଇଛି କଳିଙ୍ଗ ଟିଭି । ୫ ଓଭରରେ କଳିଙ୍ଗ ୫୬ ରନ୍‌…