Browsing Tag

kalinganagar firing

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୪ବର୍ଷ, ଆଜି ୧୪ତମ ସହିଦ୍ ଦିବସ ପାଳନ କରିବ ବିସ୍ଥାପନ ବିରୋଧୀ ଜନମଞ୍ଚ

କଳିଙ୍ଗନଗର : କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୪ବର୍ଷ। ଆଜି ୧୪ତମ ସହିଦ୍ ଦିବସ ପାଳନ କରିବ ବିସ୍ଥାପନ ବିରୋଧୀ ଜନମଞ୍ଚ। ଏଥିରେ ବିଭିନ୍ନ ସଙ୍ଗଠନ ଯୋଗଦେଇଛନ୍ତି। ସହିଦ ସ୍ତମ୍ଭ ନିକଟରେ ମୃତକଙ୍କ ପରିବାର ପକ୍ଷରୁ ପୂଜାର୍ଚ୍ଚନା ପରେ ଚମ୍ପାକୋଇଲିଠାରୁ ଏକ ଶୋଭାଯାତ୍ରା ବାହାରି…