Browsing Tag

kalma byarage open gate

କଲମା ବ୍ୟାରେଜର ଖୋଲିଲା ସମସ୍ତ ଗେଟ୍

ଭୁବନେଶ୍ବର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସବୁ ଗେଟ୍ ଖୋଲି ଦେଇଛି ଛତିଶଗଡ଼। ପର୍ୟ୍ୟାୟକ୍ରମେ ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲାଯାଇଛି। ତେବେ ଏ ସଂପର୍କରେ ଓଡ଼ିଶାକୁ ଛତିଶଗଡ଼ ଅବଗତ କରି ନାହିଁ। ଗତବର୍ଷ ମଧ୍ୟ ଓଡ଼ିଶାକୁ ନଜଣାଇ ୪୬ଟି ଗେଟ୍ ଖୋଲିଥିଲା ଛତିଶଗଡ଼। ଏଥିଯୋଗୁ ଓଡ଼ିଶାରେ ବନ୍ୟା…