ଆଜି କାମଦ ଏକାଦଶୀ, ସୂର୍ଯ୍ୟାସ୍ତ ପରେ ଏପରି କରନ୍ତୁ ତୁଳସୀଙ୍କ ପୂଜା
ଆଜି ଚିତ୍ର ମାସ ଶୁକ୍ଳପକ୍ଷ ଏକାଦଶୀ। ଏହି ଏକାଦଶୀକୁ କାମଦା ଏକାଦଶୀ କୁହାଯାଏ। ଆଜିର ଦିନରେ ଭଗବାନ ବିଷ୍ଣୁଙ୍କ ବିଶେଷ ପୂଜା ଏବଂ ଉପବାସ କରାଯାଇଥାଏ। ଏଥିସହ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସହ ତୁଳସୀ ବୃକ୍ଷ ପୂଜା କରିବାର ପରମ୍ପରା ମଧ୍ୟ ରହିଛି। ଭଗବାନଙ୍କ ପାଖରେ ଭୋଗ କରିବା ସମୟରେ…