Browsing Tag

kamakhyanagar

ଭୁବନ ଏନଏସିରେ ବଢୁଛି ଚୋରି: ମଦ ଦୋକାନରୁ ଚୋରି କରି ସିସିଟିଭି ହାର୍ଡଡିସ୍କ ନେଇଗଲେ ଦୁର୍ବୃତ୍ତ

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ ଦିନକୁ ଦିନ ବଢ଼ିଚାଲିଛି ଚୋରି ଡକାୟତି। ଗତକାଲି ଦିନ  ଦ୍ବିପ୍ରହରେ ଦୁର୍ବୃତ୍ତ ଘର ଭିତରେ ପଶି ସୁନା ଚେନ ବେକରୁ ଛିଡାଇ ନେଇ ପଳାଇ ଯାଇଥିଲେ। ଏବଂ ୨୪ ଘଣ୍ଟା ନ ପୁରୁଣୁ ଆଜି ଘଟି ଯାଇଛି ଅନ୍ୟ ଏକ ଚୋରି ।ଭୁବନ ୩…

ବସ୍ ଚକା ତଳେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, ଘଟଣାସ୍ଥଳରେ ବସ ଜାଳିଦେଲେ ଲୋକେ

କାମାକ୍ଷାନଗର (କେନ୍ୟଜ): କାମାକ୍ଷାନଗର ମୁଖ୍ଯ ରାସ୍ତାର ଜଡ଼ାପାଳ ଛକ ନିକଟରେ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ବସଟିକୁ ଜାଳି ଦେଇଛନ୍ତି । ମୃତକ ଜଣଙ୍କ ତୁମୁସିଙ୍ଗା ଥାନା ସିରିମୂଳା ଗାଁର ମୁକୁନ୍ଦ ସାହୁ । ମୁକୁନ୍ଦ ନିଜ…

ଟ୍ରକ ଚାଳକକୁ ଜଙ୍ଗଲରେ ବାନ୍ଧି ନେଇଗଲେ ଟ୍ରକ, ଗାଁ ଲୋକେ ଉଦ୍ଧାର କରି ଆଣିଲେ କାମାକ୍ଷାନଗର ମେଡ଼ିକାଲ

କାମାକ୍ଷାନଗର(କେନ୍ୟୁଜ୍): ଟ୍ରକ ଡ୍ରାଇଭରକୁ ଜଙ୍ଗଲରେ ବାନ୍ଧି ଲୁଟିନେଲେ କୋଇଲା ବୋଝେଇ ଟ୍ରକ । ସ୍ଥାନୀୟ ଲୋକଙ୍କ ଦ୍ବାର ଡ୍ରାଇଭର ଉଦ୍ଧାର ହୋଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବୋଲେରୋ ଗାଡି ଓ ୪ ଟା ବାଇକରେ ୬ ଜଣ ଦୁର୍ବୃତ୍ତ ଆସି କାମାକ୍ଷାନଗର…

ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ, ରାୟ ଶୁଣାଇଲେ କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଜଜ୍‌

କାମାକ୍ଷାନଗର(କେନ୍ୟୁଜ୍):ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ।ଏକ ଲକ୍ଷ ଟଙ୍କା ଜରିମାନା। ଜରିମାନା ନଦେଲେ ଅଧିକ ଏକ ବର୍ଷ ଜେଲଦଣ୍ଡ।୨୦୧୭ ଡିସେମ୍ବର ୨ରେ ପରଜଙ୍ଗ ଥାନା ସାଆନ୍ଦା ଚାନ୍ଦପୁର ଗାଁରେ ଘଟିଥିବା ହତ୍ୟାକାଣ୍ଡର ରାୟ ଶୁଣାଣି କରିଛନ୍ତି କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଜଜ୍‌…

ବାଧକ ସାଜିଲା ବରଫ! ବାହାଘର ପାଇଁ ଏୟାରଲିଫ୍ଟ ହେଲେ ଓଡିଆ ବିଏସଏଫ ଯବାନ

କାମାକ୍ଷାନଗର(କେନ୍ୟୁଜ୍):  କାମାକ୍ଷାନଗର  ବିବାହ ପାଇଁ ସରିଯାଇଥିଲା ସମସ୍ତ ପ୍ରସ୍ତୁତି। ନବବଧୂ ପାଇଁ ଶାଢି,ଶଙ୍ଖା ,ସିନ୍ଦୁର ସହ ଗହଣା ବି କିଣା ସରିଥିଲା। ଜମ୍ମୁ କଶ୍ମିର ସୀମାରେ ନିୟୋଜିତ ବିଏସଏଫ୍‌ ଯବାନ ନାରାୟଣ ବେହେରାଙ୍କ ବିବାହ ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଆଦିପୁରା…

ଚାର୍ଜିଂ ଲଗାଇ ମୋବାଇଲ ଗେମ ଖେଳିବା ହେଲା କାଳ, ବ୍ଲାଷ୍ଟ ହେବାରୁ ନାବାଳକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ୍):  ମୋବାଇଲକୁ ଚାର୍ଜରେ ଲଗାଇ ଗେମ ଖେଳିବା ହେଲା କାଳ।ମୋବାଇଲ ଫାଟି ନାବାଳକ ଗୁରୁତର।ଗୁରତର ନାବାଳକ ହେଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ସଞ୍ଜୟ ଦେହୁରୀଙ୍କ ପୁଅ । ସେ ମୋବାଇଲକୁ ଚାର୍ଜ ଲଗାଇ ଦିର୍ଘ ସମୟ ଯାଏଁ ଗେମ ଖେଳିବାରେ…

ଭାରସାମ୍ଯ ହରାଇ ରାସ୍ତାରେ ପିଟି ହେଲା କାର: ବର୍ତ୍ତି ଗଲା ଝିଅ; ଚାଲିଗଲା ବାପାର ଜୀବନ

କାମାକ୍ଷାନଗର (କେନ୍ୟୁଜ): ବାଟରେ ଜଗି ଥିଲା ଯମ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ଭାଲୁମୁଣ୍ଡା ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ତେଲକୋଇ ଥାନା କରଡାଙ୍ଗୀ ଗାଁର ଭିକାରୀ ପ୍ରଧାନ । ଭିକାରୀ ଏକ କାର ଯୋଗେ ନିଜ ଝିଅ ଓ…

ଢେଙ୍କାନାଳ:ଜରଡା ଘାଟିରୁ ୨୦ ଫୁଟ ତଳକୁ ଖସିଲା ପିକ୍‌ଅପ ଭ୍ୟାନ, ଡ୍ରାଇଭର ମୃତ

ଢେଙ୍କାନାଳ(କେନ୍ୟୁଜ୍):  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡାହାଡ଼-ଗଡ଼ପଳାଶୁଣି ରାସ୍ତାର ଜରଡା ଘାଟିରୁ ୨୦ ଫୁଟ ତଳକୁ ଖସିଲା ପିକ୍‌ଅପ ଭ୍ୟାନ । ଦୁର୍ଘଟଣାରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ । ମୃତକ ଗଡ଼ପଳାଶୁଣି ଗାଁର କିରଣ ସାହୁ । ସେ କାମାକ୍ଷାନଗରରୁ ଚୁଡା ବୋଝେଇ କରି ନିଜ ଗାଁ…

ଏକତରଫା ପ୍ରେମରେ ବିଫଳ: ବିବାହିତା ମହିଳାଙ୍କୁ ଅପହରଣ ଉଦ୍ୟମ ପରେ ଲହୁଲୁହାଣ କରି ଫେରାର ହେଲା ଯୁବକ

କାମାକ୍ଷାନଗର(କେନ୍ୟୁଜ୍): ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଜୋର ଜବରଦସ୍ତ ଉଠାଇ ନେବାକୁ ଉଦ୍ୟମ। ଉଦ୍ୟମରେ ବିଫଳ ହେବାରୁ ମହିଳାଙ୍କୁ ମାଡ ମାରି ଲହୁଲୁହାଣ କରି ଫିଙ୍ଗି ଦେଇ ଫେରାର ହୋଇଯାଇଛି ବିଫଳ ପ୍ରେମିକ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତୁମୁସିଙ୍ଗା ଥାନା…

ରେଙ୍ଗାଳି ଭରଏପୁର ଶାଖା କେନାଲରେ ୩୦ଫୁଟର ଘାଇ, ଶହ ଶହ ଏକର ଚାଷ ଜମି ଜଳମଗ୍ନ

କାମାକ୍ଷାନଗର (କେନ୍ଯୁଜ): ପୁଣି ଭାଙ୍ଗିଲା କେନାଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାନ୍ତରାପୁର ରେଙ୍ଗାଳି ଭରଏପୁର ଶାଖା କେନାଲରେ ୩୦ଫୁଟର ଘାଇ। ଫଳରେ ଜଳମଗ୍ନ ହୋଇଯାଇଛି ଶହ ଶହ ଏକର ଚାଷ ଜମି। ଗତକାଲି ରେଙ୍ଗାଳୀ ବାମ କେନାଲର କୁନିନ୍ଦା ଡିଷ୍ଟ୍ରିବ୍ୟୁଟାରି କେନାଲରେ ୧୦ଫୁଟର…

୨୦୧୨ ମେ’ମାସରେ ଗୋଠପାଟଣା ହତ୍ୟାକାଣ୍ଡ ଘଟଣା: ଢେଙ୍କାନାଳ କାମାକ୍ଷାନଗରରେ ପୋଷ୍ଟର ମାରିଲା ଚନ୍ଦକା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ୨୦୧୨ ମେ'ମାସରେ ଗୋଠପାଟଣା ହତ୍ୟାକାଣ୍ଡ ଘଟଣା। ଆଜି ଚନ୍ଦକା ପୋଲିସର ଏକ ୪ ଜଣିଆ ଟିମ୍‌ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଗାଁକୁ ଯାଇ ପଚରାଉଚୁରା କରିବା ସହ ପୋଷ୍ଟର ମାରିଛନ୍ତି। ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି ଚନ୍ଦକା ଆଇଆଇସି। ୨୦୧୨…

ଛାଡିଗଲା କୁଲକୁଲ, ଷ୍ଟଣ୍ଟ ଦେଖାଇଲାବେଳେ ନାଳରେ ଗଳିପଡିଲେ ଯୁବକ

କାମାକ୍ଷାନଗର(କେନ୍ୟୁଜ୍): ବାଇକରେ ଷ୍ଟଣ୍ଟ ଦେଖାଉଥିଲେ କିନ୍ତୁ ଅସାବଧାନତା କରଣରୁ ଦୁର୍ଘଟଣା ଘଟି ଆହାତ ହେଲେ ଯୁବକ । ଏଭଳି ଘଟଣା ଘଟିଛି କାମାକ୍ଷାନଗର ନୂତନ ବାଇପାସ ରାସ୍ତାରେ ।ଦୁର୍ଘଟଣାରେ ଅଳ୍ପକେ ବଞ୍ଚଗଲା ଯୁବକଙ୍କ ଜୀବନ। ହିରୋ ସ୍ପେଣ୍ଡର ବାଇକରେ ଯୁବକ ଜଣଙ୍କ ଷ୍ଟଣ୍ଟ ଦେଖାଇବା…