Browsing Tag

kamakhyanagar accident

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଯାତ୍ରୀ

କାମାକ୍ଷାନଗର (କେନ୍ୟୁଜ): ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତିଲେ ଯାତ୍ରୀ। ରୋଡମାଷ୍ଟର ନାମକ ଯାତ୍ରୀବାହୀ ବସ ପାଲହଡାରୁ ଯାତ୍ରୀନେଇ ଭୁବନେଶ୍ୱର ଯାଉଥିବାବେଳେ ବିଜାଡିହ ଛକନିକଟରେ ରାସ୍ତାତଳକୁ ଖସିଯାଇଥିଲା। ବସରେ ୨୦ରୁ ଅଧିକ ଯାତ୍ରୀ ଥିବା ଅନୁମାନ…

କାମାକ୍ଷାନଗର: ରାମିଆଳ ସେତୁ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌, ଜଣେ ଆହତ

କାମାକ୍ଷାନଗର: କାମାକ୍ଷାନଗର ଓଲଟିଲା ଯାତ୍ରୀବାହୀ ବସ୍‌ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ରାମିଆଳ ସେତୁ ନିକଟରେ ବସ୍‌ ଓଲଟି ପଡିଥିବାବେଳେ ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ରାମଜୀ ନାମକ ଏକ ଘରୋଇ…

କାମାକ୍ଷାନଗର-ବିଜାଡିହ ନିକଟରେ ଗଛରେ ପିଟି ହେଲା ବାଇକ୍, ଚାଲିଗଲା ବାପ ପୁଅଙ୍କ ଜୀବନ

କାମାକ୍ଷାନଗର: କାମାକ୍ଷାନଗର-ବିଜାଡିହ ନିକଟରେ ଗଛରେ ପିଟି ହେଲା ବାଇକ। ଚାଲିଗଲା ବାପ ପୁଅଙ୍କ ଜୀବନ । ମୃତକ ଦୁଇ ଜଣ ହେଉଛନ୍ତି ପରଜଙ୍ଗ ଗାଁର ସୁବ୍ରତ କୁମାର ମଲ୍ଲିକ ଏବଂ ତାଙ୍କ ବାପା ରମଣୀ ରଞ୍ଜନ ମଲ୍ଲିକ । ମିଳିଥିବା ସୂଚନା ମୁତାବକ, ଉଭୟ କଟକ ବଡ଼ ମେଡ଼ିକାଲକୁ ଚେକ୍ ଅପ ପାଇଁ…