Browsing Tag

kamakhyanagar

ଦୀର୍ଘ ୩୪ ବର୍ଷ କାଳ ଶିକ୍ଷକତା କରିବା ପରେ ନିଆରା ଭାବେ ବିଦାୟ ନେଲେ ପ୍ରଧାନ ଶିକ୍ଷକ

ଗାଁ ରାସ୍ତାରେ ଚାଲିଛି ଶୋଭାଯାତ୍ରା । ବାଜା ବଜାଇ ଏକ ସୁସଜ୍ବିତ ଗାଡିରେ ପରିକ୍ରମା କରାଯାଉଛି ଗ୍ରାମକୁ । ଏଦୃଶ୍ୟ କୈାଣସି ରାଜନୈତିକ ଦଳର ରାଲି କି ପ୍ରଚାର ସମୟର ନୁହେଁ । ଏହା ହେଉଛି ଦୀର୍ଘ ୩୪ ବର୍ଷ କାଳ ନିରବଛିନ୍ନ ଭାବେ ଶିକ୍ଷକତା କରିବା ପରେ ବିଦାୟି ବେଳର । ସାଙ୍ଗରେ ଅଛନ୍ତି…

ରାସ୍ତାରେ ଅଟକାଇ ମାଡ ମାରିବା ସହ ସୁନା, ଅଳଙ୍କାର ନେଇ ଫେରାର ଦୁର୍ବୃତ୍ତ

ସୁନା କାରିଗରକୁ ରାସ୍ତାରେ ଅଟକାଇ ମାଡ ମାରିବା ସହ ସୁନା, ଅଳଙ୍କାର ନେଇ ଫେରାର ଦୁର୍ବୃତ୍ତ । ବ୍ୟବସାୟିଙ୍କ ମୁଣ୍ଡରେ ଆଘାତ ଲାଗିବା ଯୋଗୁ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁଠି ଦେଖିବ ଚାରିଆଡ଼େ ଲୁଟର ଖବର । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା । କେଉଁଠି ଦିନ ଦ୍ୱିପ୍ରହରରେ…

ହାଇଓ୍ଵା ଧକ୍କାରେ ଚାଲିଗଲା ସ୍କୁଟି ଆରୋହୀଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତା ରୋକ କଲେ ଗାଁ ଲୋକେ

କାମାକ୍ଷାନଗର (କେନ୍ୟୁଜ): ମୃତ୍ୟୁ ଯେ କେତେବେଳେ ଆସେ ତାର ସମୟ ନଥାଏ । ଘରୁ ବାହାରିଥିଲେ କପିଳାସ ଯିବେ ବୋଲି କିନ୍ତୁ ଅଧା ରାସ୍ତାରେ ହିଁ ଚାଲିଗଲା ଜୀବନ । ହସ ଖୁସିରେ ସ୍କୁଟି ଧରି ଘରୁ ବାହାରିଥିଲେ । କିନ୍ତୁ ହଠାତ ଓଲଟ ପାଲଟ ହୋଇଗଲା ସବୁକିଛି । ଚାହୁଁ ଚାହୁଁ ସ୍କୁଟିକୁ ଧକ୍କା ଦେଲା…

ସହରବାସୀଙ୍କ ଅପେକ୍ଷାର ଅନ୍ତ ଘଟିଲା, କାମାକ୍ଷାନଗର ସୌନ୍ଦର୍ଯ୍ୟ ପୃଷ୍ଠାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ

କାମାକ୍ଷାନଗର (କେନ୍ୟୁଜ): ଆଜିର ବ୍ୟସ୍ତ ବହୁଳ ସମୟ ଭିତରେ ଟିକିଏ ଫୁରସତ ମିଳିଲେ ସମସ୍ତେ ଚାହାଁନ୍ତି ପ୍ରାକୃତିକ ସୈାନ୍ଦର୍ଯ୍ୟରେ ଭରପୂର ଥିବା ସ୍ଥାନ ବୁଲି ଆସିବେ । ନିରୋଳାରେ ପରିବାର ସହ ବସି ସମୟ କାଟିିବାକୁ ସମସ୍ତେ ଚାହାନ୍ତି । ଏଭଳି କଳ୍ପନାକୁ କାମାକ୍ଷାନଗର ଏନଏସି ତରଫରୁ ବାସ୍ତବ…

ଘରୋଇ ବସ୍ କୁ ଧକ୍କା ଦେଲା ଡମ୍ପର, ୨ ଆହତ

କାମାକ୍ଷାନଗର (କେନ୍ୟୁଜ): ତୁମୁସିଙ୍ଗା ଥାନା କମଗରା ବ୍ରାହ୍ମଣୀ ବ୍ରିଜରେ ଦୁର୍ଘଟଣା । ବସକୁ ଧକ୍କା ଦେଲା ଡମ୍ପର । ଫଳରେ ୨ ଜଣ ବସ୍ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କମଗରା ଗାଁ ବ୍ରାହ୍ମଣୀ ନଦୀ ବ୍ରିଜ ଉପରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା ।…

କାମାକ୍ଷାନଗର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ, ୨ ଗୁରୁତର

କାମାକ୍ଷାନଗର (କେନ୍ୟୁଜ୍‌): କାମାକ୍ଷାନଗର ମହୁଲି OTPCL କଲୋନୀ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟ ମୃତକ ମହୁଲି ଗାଁର ସାଗର ସାହୁ ଓ ଅଘିରାଗୋଡା ଗାଁର ଶିବରାମ ବେହେରା ବୋଲି ଜଣାପଡ଼ିଛି ।…

ଏବେ ବି ତନ୍ତ୍ର ସାଧନା ପଛରେ ପଡ଼ିଛି ମଣିଷ, ଖପୁରୀକୁ ଧରି ମଶାଣୀରେ କରୁଛି ପୂଜାପାଠ

କାମାକ୍ଷାନଗର (କେନ୍ୟୁଜ୍‌)- ତନ୍ତ୍ର ସାଧନା କଥା ଶୁଣିଲେ ଯେକୌଣସି ଲୋକର ଛାତି ଥରି ଉଠେ ଓ ଲୋମ ଟାଙ୍କୁରି ଉଠେ । ଆମେ ଆଜି ଆପଣଙ୍କୁ ସେହି ତନ୍ତ୍ର ସାଧନାକୁ ନେଇ ଏକ ଖବର ବିଷୟରେ ଜଣାଇବୁ ଯାହା ଆପଣଙ୍କ ହୃଦୟକୁ ଥରାଇ ଦେବ । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ କିଛି ଲୋକଙ୍କ ମନରୁ ଏବେ ବି ଅନ୍ଧ…

ଆଜି ପହଞ୍ଚିବ ସରୋଜଙ୍କ ପାର୍ଥିବ ଶରୀର, କାମାକ୍ଷାନଗର କେନ୍ଦୁଢିପ ଗାଁରେ ହେବ ଶେଷକୃତ୍ୟ

ଢେଙ୍କାନାଳ (କେନ୍ୟୁଜ): ଆଜି ଓଡ଼ିଶାରେ ପହଞ୍ଚିବ ସହିଦ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢିପ ଗାଁରେ ହେବ ଶେଷକୃତ୍ୟ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ଆଜି ପାର୍ଥିବ ଶରୀରକୁ ବାଟାଲିୟନ୍ ୟୁନିଟ୍ କାର୍ଯ୍ୟାଳୟକୁ ଅଣାଯାଇ…

କାମାକ୍ଷାନଗରରେ ଚାଞ୍ଚଲ୍ୟ, ଜେଲ୍ ଫେରନ୍ତାଙ୍କୁ ଗୁଳି କରି ହତ୍ୟା

କାମାକ୍ଷାନଗର (କେନ୍ୟୁଜ): ଜେଲ୍ ଫେରନ୍ତାଙ୍କୁ ଗୁଳି କରି ହତ୍ୟା। କାମାକ୍ଷାନଗରରେ ପୁଣି ଫୁଟିଲା ଗୁଳି। ଗୁଳିମାଡରେ ପଥର ଖଣି ବ୍ୟବସାୟୀ ମୃତ । ତାଙ୍କ ଛାତିରେ ଗୁଳି ବାଜିଛି। ମୃତକଙ୍କ ନାଁ ନିରାକାର ସାହୁ । ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ…

ଗାଈ ପଲ ରାସ୍ତା ଉପରେ ଶୋଇଥିବାବେଳେ ଚଢିଗଲା ଟ୍ରକ, ୧୧ ଗାଈଙ୍କ ମୃତ: ଡ୍ରାଇଭର ଫେରାର

କାମାକ୍ଷାନଗର (କେନ୍ୟୁଜ୍) : ଗାଈ ପଲକ ଉପରେ ଚଢିଗଲା ଟ୍ରକ୍ । ୧୧ ଗାଈଙ୍କ ମୃତ୍ୟୁ , ୨ ଗୁରୁତର ହୋଇଥିବା ସୂଚନା ମିଳିଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ନିକଟରେ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗାଈ ପଲ ରାସ୍ତା ଉପରେ ଶୋଇଥିବାବେଳେ ଟ୍ରକ ମାଡିଯାଇଥିଲା…

ଅବକାରୀ ଟିମ୍‌କୁ ଦେଖି ଦ୍ରୁତ ଗତିରେ ପଳାଉଥିଲା ସ୍କର୍ପିଓ, ବ୍ରିଜ ତଳକୁ ଖସିଗଲା

କାମାକ୍ଷାନଗର (କେନ୍ୟୁଜ): ରାସ୍ତା ତଳକୁ ଖସିଲା ଚୋରା ଦେଶୀମଦ ବୋଝେଇ ସ୍କର୍ପିଓ ଗାଡି। ବିପୁଳ ପରିମାଣର ଦେଶୀ ମଦ ସହ ଗାଡି ଜବତ ଓ ଜଣେ ଅଟକ। ଢେଙ୍କାନାଳ ଜିଲ୍ଲା ଜଡ଼ପାଳ ଛକ ନିକଟରେ ଘଟିଛି ଘଟଣା । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରି ବିଭାଗ ବିଶେଷ…

ବିଳମ୍ବିତ ରାତିରେ ଯୁବ ବିଜେଡି ନେତାଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର (କେନ୍ୟୁଜ): ବିଜେଡି ନେତାଙ୍କୁ ଗୁଳିମାଡ଼। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ଚରଣ ସାହୁଙ୍କୁ ଗୁଳିମାଡ଼। କାହ୍ନୁ ଚରଣ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିଜ ଘର ଆଗରେ ଛିଡା ହୋଇଥିବାବେଳେ…