Browsing Tag

kamakhyanagar

ପର୍ଜଙ୍ଗ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ଘଟଣାରେ ୮ ଗିରଫ, ଜେସିବି ଓ ୨ ଟ୍ରାକ୍ଟର ଜବତ

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ ଘଟଣାରେ ଆକ୍ସନ ମୁଡ୍‌ରେ ପୋଲିସ । ଏଯାଏ ଗିରଫ ୮ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ମାଫିଆଙ୍କ ଗୋଟିଏ ଜେସିବି ଓ ୨ ଟ୍ରାକ୍ଟରକୁ ଜବତ କରିଛି କାମାକ୍ଷାନଗର ଥାନା ପୋଲିସ । ଢେଙ୍କାନାଳ ଏସପି ଜ୍ଞାନ…

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଯାତ୍ରୀ

କାମାକ୍ଷାନଗର (କେନ୍ୟୁଜ): ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତିଲେ ଯାତ୍ରୀ। ରୋଡମାଷ୍ଟର ନାମକ ଯାତ୍ରୀବାହୀ ବସ ପାଲହଡାରୁ ଯାତ୍ରୀନେଇ ଭୁବନେଶ୍ୱର ଯାଉଥିବାବେଳେ ବିଜାଡିହ ଛକନିକଟରେ ରାସ୍ତାତଳକୁ ଖସିଯାଇଥିଲା। ବସରେ ୨୦ରୁ ଅଧିକ ଯାତ୍ରୀ ଥିବା ଅନୁମାନ…

ପୂର୍ବତନ ସମିତି ସଭ୍ଯଙ୍କ ଘର ଉପରକୁ ବୋମା ମାଡ କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା-କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର-ପୂର୍ବତନ ସମିତି ସଭ୍ଯଙ୍କ ଘର ଉପରକୁ ବୋମାମାଡ। ପୂର୍ବତନ ସମିତି ସଭ୍ଯ ହେଲେ ଅଶ୍ୱିନୀ କୁମାର ପରିଡା। ବୋମାମାଡରେ ଘର ଆଗରେ ଗ୍ଯାରେଜରେ ଥିବା ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଗତକାଲି ବିଳମ୍ବିତ…

ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ: ସ୍ତ୍ରୀକୁ ଠେଙ୍ଗାରେ ପିଟି ନୃଶଂସ ଭାବେ ହତ୍ୟା କଲା ସ୍ବାମୀ

କାମାକ୍ଷାନଗର (କେନ୍ୟୁଜ ): କାମାକ୍ଷାନଗର-ପାରିବାରିକ କଳହରୁ ସ୍ୱାମୀର ଉନ୍ମତ୍ତ କାଣ୍ଡ। ଠେଙ୍ଗା ରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ହତ୍ୟା ପରେ ବଡ଼ ଭାଇ ସହ ମିଶି ଘର ପଛ ପାଖ ଜଙ୍ଗଲ କୁ ପୋଡିବାକୁ ନେବା ବେଳେ ମୃତଦେହ ଜବତ କଲା ପୋଲିସ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା…

ବଢୁଛି ହାତୀ ଉପଦ୍ରବ: ସକାଳୁ ସକାଳୁ ଦନ୍ତା ଆକ୍ରମଣରେ ୨ ମୃତ

କାମାକ୍ଷାନଗର (କେନ୍ୟୁଜ): ମହାବିରରୋଡ ରେଞ୍ଜରେ ଥମୁନି ହାତୀ ଆତଙ୍କ। ସକାଳୁ ସକାଳୁ ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ଵୟ ହେଲେ ଖାଲପାଳ ଗ୍ରାମର ଅଲେଖ ନାୟକ ଓ ପର୍ଜଙ୍ଗ ଗଣ୍ଡତଇଳା ଗ୍ରାମର ବାରି ନାୟକ। ଅଲେଖ ଶୌଚ ପାଇିଁ ଗ୍ରାମ ନିକଟ ପଡିଆକୁ ଯାଇଥିବା ବେଳେ ବାରି ଘର…

ଭୁବନ ଏନଏସିରେ ବଢୁଛି ଚୋରି: ମଦ ଦୋକାନରୁ ଚୋରି କରି ସିସିଟିଭି ହାର୍ଡଡିସ୍କ ନେଇଗଲେ ଦୁର୍ବୃତ୍ତ

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ ଦିନକୁ ଦିନ ବଢ଼ିଚାଲିଛି ଚୋରି ଡକାୟତି। ଗତକାଲି ଦିନ  ଦ୍ବିପ୍ରହରେ ଦୁର୍ବୃତ୍ତ ଘର ଭିତରେ ପଶି ସୁନା ଚେନ ବେକରୁ ଛିଡାଇ ନେଇ ପଳାଇ ଯାଇଥିଲେ। ଏବଂ ୨୪ ଘଣ୍ଟା ନ ପୁରୁଣୁ ଆଜି ଘଟି ଯାଇଛି ଅନ୍ୟ ଏକ ଚୋରି ।ଭୁବନ ୩…

ବସ୍ ଚକା ତଳେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ, ଘଟଣାସ୍ଥଳରେ ବସ ଜାଳିଦେଲେ ଲୋକେ

କାମାକ୍ଷାନଗର (କେନ୍ୟଜ): କାମାକ୍ଷାନଗର ମୁଖ୍ଯ ରାସ୍ତାର ଜଡ଼ାପାଳ ଛକ ନିକଟରେ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ବସଟିକୁ ଜାଳି ଦେଇଛନ୍ତି । ମୃତକ ଜଣଙ୍କ ତୁମୁସିଙ୍ଗା ଥାନା ସିରିମୂଳା ଗାଁର ମୁକୁନ୍ଦ ସାହୁ । ମୁକୁନ୍ଦ ନିଜ…

ଟ୍ରକ ଚାଳକକୁ ଜଙ୍ଗଲରେ ବାନ୍ଧି ନେଇଗଲେ ଟ୍ରକ, ଗାଁ ଲୋକେ ଉଦ୍ଧାର କରି ଆଣିଲେ କାମାକ୍ଷାନଗର ମେଡ଼ିକାଲ

କାମାକ୍ଷାନଗର(କେନ୍ୟୁଜ୍): ଟ୍ରକ ଡ୍ରାଇଭରକୁ ଜଙ୍ଗଲରେ ବାନ୍ଧି ଲୁଟିନେଲେ କୋଇଲା ବୋଝେଇ ଟ୍ରକ । ସ୍ଥାନୀୟ ଲୋକଙ୍କ ଦ୍ବାର ଡ୍ରାଇଭର ଉଦ୍ଧାର ହୋଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବୋଲେରୋ ଗାଡି ଓ ୪ ଟା ବାଇକରେ ୬ ଜଣ ଦୁର୍ବୃତ୍ତ ଆସି କାମାକ୍ଷାନଗର…

ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ, ରାୟ ଶୁଣାଇଲେ କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଜଜ୍‌

କାମାକ୍ଷାନଗର(କେନ୍ୟୁଜ୍):ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ।ଏକ ଲକ୍ଷ ଟଙ୍କା ଜରିମାନା। ଜରିମାନା ନଦେଲେ ଅଧିକ ଏକ ବର୍ଷ ଜେଲଦଣ୍ଡ।୨୦୧୭ ଡିସେମ୍ବର ୨ରେ ପରଜଙ୍ଗ ଥାନା ସାଆନ୍ଦା ଚାନ୍ଦପୁର ଗାଁରେ ଘଟିଥିବା ହତ୍ୟାକାଣ୍ଡର ରାୟ ଶୁଣାଣି କରିଛନ୍ତି କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଜଜ୍‌…

ବାଧକ ସାଜିଲା ବରଫ! ବାହାଘର ପାଇଁ ଏୟାରଲିଫ୍ଟ ହେଲେ ଓଡିଆ ବିଏସଏଫ ଯବାନ

କାମାକ୍ଷାନଗର(କେନ୍ୟୁଜ୍):  କାମାକ୍ଷାନଗର  ବିବାହ ପାଇଁ ସରିଯାଇଥିଲା ସମସ୍ତ ପ୍ରସ୍ତୁତି। ନବବଧୂ ପାଇଁ ଶାଢି,ଶଙ୍ଖା ,ସିନ୍ଦୁର ସହ ଗହଣା ବି କିଣା ସରିଥିଲା। ଜମ୍ମୁ କଶ୍ମିର ସୀମାରେ ନିୟୋଜିତ ବିଏସଏଫ୍‌ ଯବାନ ନାରାୟଣ ବେହେରାଙ୍କ ବିବାହ ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଆଦିପୁରା…

ଚାର୍ଜିଂ ଲଗାଇ ମୋବାଇଲ ଗେମ ଖେଳିବା ହେଲା କାଳ, ବ୍ଲାଷ୍ଟ ହେବାରୁ ନାବାଳକ ଗୁରୁତର

କାମାକ୍ଷାନଗର(କେନ୍ୟୁଜ୍):  ମୋବାଇଲକୁ ଚାର୍ଜରେ ଲଗାଇ ଗେମ ଖେଳିବା ହେଲା କାଳ।ମୋବାଇଲ ଫାଟି ନାବାଳକ ଗୁରୁତର।ଗୁରତର ନାବାଳକ ହେଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ସଞ୍ଜୟ ଦେହୁରୀଙ୍କ ପୁଅ । ସେ ମୋବାଇଲକୁ ଚାର୍ଜ ଲଗାଇ ଦିର୍ଘ ସମୟ ଯାଏଁ ଗେମ ଖେଳିବାରେ…

ଭାରସାମ୍ଯ ହରାଇ ରାସ୍ତାରେ ପିଟି ହେଲା କାର: ବର୍ତ୍ତି ଗଲା ଝିଅ; ଚାଲିଗଲା ବାପାର ଜୀବନ

କାମାକ୍ଷାନଗର (କେନ୍ୟୁଜ): ବାଟରେ ଜଗି ଥିଲା ଯମ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ଭାଲୁମୁଣ୍ଡା ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ତେଲକୋଇ ଥାନା କରଡାଙ୍ଗୀ ଗାଁର ଭିକାରୀ ପ୍ରଧାନ । ଭିକାରୀ ଏକ କାର ଯୋଗେ ନିଜ ଝିଅ ଓ…