କମଲ ହାସନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ପେଟ ଯନ୍ତ୍ରଣା ପରେ ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି
ବଲିଉଡ୍ ତଥା ସାଉଥ୍ ଅଭିନେତା କମଲ ହାସନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କୁହାଯାଉଛି କି, ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ବହୁତ ଜୋର୍ରେ ପେଟ ଯନ୍ତ୍ରଣା ହୋଇଥିଲା। ଏହାପରେ ହାସନଙ୍କୁ ତୁରନ୍ତ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ମୁତାବକ,…