Browsing Tag

Kamal Haasan tested corona positive

ସାଉଥ ଷ୍ଟାର କମଲ ହାସନଙ୍କୁ କରୋନା, ଟ୍ଵିଟ କରି ଫ୍ୟାନ୍ସ ସୁରକ୍ଷିତ ରହିବା ପାଇଁ କଲେ ଅନୁରୋଧ

ଅଭିନେତା କମଲ ହାସନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନିକଟରେ ୟୁଏସ ଟ୍ରିପରୁ ଫେରିଥିଲେ କମଲ ହାସନ। ତା’ ପରେ ତାଙ୍କୁ ହଲକା ଥଣ୍ଡା ହୋଇଥିଲା। ଏହା ପରେ ଟେଷ୍ଟ କରିବା ପରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କମଲ ହାସନ କରୋନା ସଂକ୍ରମିତ ହେବା ପରେ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି।…