Browsing Tag

Kamala Pasand

ନିଜ ଜନ୍ମଦିନରେ ଅମିତାଭ ବଚ୍ଚନ କଲେ ବଡ଼ ଘୋଷଣା, ଏହି ବ୍ରାଣ୍ଡ ସହିତ ସବୁଦିନ ପାଇଁ ତୁଟାଇ ଦେଲେ ସମ୍ପର୍କ

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ନିଜ ଜନ୍ମଦିନରେ ଏକ ବଡ଼ ଘୋଷଣା କରି ପାନ ମସଲା ବ୍ରାଣ୍ଡ ‘କମଲା ପସନ୍ଦ’ ସହିତ ଚୁକ୍ତି ଭାଙ୍ଗି ଦେଇଛନ୍ତି। ବାସ୍ତବ କଥା ହେଲା, ନିକଟରେ ଅମିତାଭ ଏହି ପାନ ମସଲା ବ୍ରାଣ୍ଡ ସହିତ ଟାଇଅପ୍‌ କରିଥିଲେ, ଯାହା ପରେ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ…