Browsing Tag

kamli

ସଞ୍ଜୟ ଦତ୍ତଙ୍କ ଅସଲ ଜୀବନରେ କିଏ ଏହି କମଲୀ ? କଣ ଆପଣ ଜାଣନ୍ତି ଅସଲ ନାଁ

ବକ୍ସ ଅଫିସରେ ଧମାଲ୍ ମଚାଉଛି ସିନେମା ସଞ୍ଜୁ । ମାତ୍ର ତିନି ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ୍ ହୋଇଛି ସଞ୍ଜୟ ଦତ୍ତଙ୍କ ବାୟୋପିକ୍ । ୨୦୧୮ର ସବୁଠାରୁ ବଡ଼ ଓପନର୍ ସିନେମା ବନି ଯାଇଛି ସଞ୍ଜୁ ।  ସିନେମାରେ ରଣବୀର କପୁରଙ୍କ ଅଭିନୟର ପ୍ରଶଂସା ଯେତେ କଲେ ମଧ୍ୟ କମ୍ ପଡିବ  ।…