Browsing Tag

kanagan ranaut

’ମଣିକର୍ଣ୍ଣିକା’ ବିରୋଧରେ ଏପରି ଖରାପ ଲେଖିଥିଲେ ଖବରଦାତା, ପ୍ରବଳ ବର୍ଷିଲେ କଙ୍ଗନା, ବଢ଼ିଗଲା ଯୁକ୍ତିତର୍କ

ବଲିଉଡ୍ କୁଇନ୍ କଙ୍ଗନା ରାଣାୱାତଙ୍କୁ ବିବାଦ ପିଛା ଛାଡ଼ୁନି। ଭଉଣୀ ରଙ୍ଗୋଲି ଚନ୍ଦେଲ ଆସିବା ଦିନଠାରୁ କଙ୍ଗନା ବଲିଉଡ୍ କଳାକାର, ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କ ବିରୋଧରେ ପ୍ରବଳ ବର୍ଷୁଛନ୍ତି। ଆଉ ଏବେ ତାଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ଖବରଦାତା। ନିକଟରେ ‘ଜଜମେଣ୍ଟାଲ ହୈ କ୍ୟା’ର ଏକ…