Browsing Tag

kanchan devi

ଇଛା ମୃତ୍ୟୁ ପାଇଁ ଉପବାସ, ୮୨ ବର୍ଷରେ ଧର୍ମ ପାଳନ କରୁଛନ୍ତି କାଞ୍ଚନ ଦେବୀ

ସୁରଟ୍‌ : ଇଛା ମୃତ୍ୟୁ ପାଇଁ ଉପବାସ । ମେ ୧୧ରୁ ଇଛା ମୃତ୍ୟୁ ପାଇଁ ଆରମ୍ଭ ଉପବାସ କରିଛନ୍ତି ଜୈନ୍ ସମ୍ପ୍ରଦାୟର ୮୨ ବର୍ଷୀୟା କାଞ୍ଚନ ଦେବୀ ବୈଦ । କାଞ୍ଚନ ଦେବୀ ନିଜର ଇଚ୍ଛାରେ ଜୀବନ ହାରିବାକୁ ଚାହିଁଛନ୍ତି । ତେଣୁ ଏହି ଉପବାସ ଆରମ୍ଭ କରିଛନ୍ତି । ଏହାକୁ ଜୈନ ଧର୍ମରେ ସନ୍ଥରା ବୋଲି…