କନ୍ଧମାଳ ଜିଲ୍ଲାରେ ୨୦୨୧ର ପ୍ରଥମ କୋଭିଡ୍ ମୃତ୍ୟୁ, ଖଜୁରୀପଡା ବନ୍ଧସାହିରେ ଆଖି ବୁଜିଲେ ଶିକ୍ଷୟିତ୍ରୀ
କନ୍ଧମାଳ: କୋଭିଡ୍ ସମୟ। ସବୁଠି ସତର୍କତା ଅବଲମ୍ବନ କରିବାକୁ ପଡୁଛି। କାହାର ଯଦି କୋଭିଡ୍ରେ ମୃତ୍ୟୁ ହୁଏ ତେବେ ଅତି ସାବଧାନତାର ସହ ଅନ୍ତିମ ସତ୍କାର କରିବାକୁ ପଡୁଛି। ଗତକାଲି କନ୍ଧମାଳ ଜିଲ୍ଲାରେ ୨୦୨୧ରେ ପ୍ରଥମ କୋଭିଡ୍ ମୃତ୍ୟୁ ହୋଇଥିଲା। ଖଜୁରୀପଡା ବ୍ଲକ ବନ୍ଧସାହିରେ ଜଣେ…