Browsing Tag

kandhamal

ଡ. ଅଚ୍ୟୁତ ସାମନ୍ତଙ୍କ ଜୋରଦାର ପ୍ରଚାର, ରୋଡ ସୋରେ ୧୦୦ କିଲୋମିଟର କ୍ୟାମ୍ପେନ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ସଂସଦୀୟ କ୍ଷେତ୍ରରେ ପ୍ରଚାର ଜୋରଦାର । ବିଶାଳ ରୋଡ୍ ସୋରେ ଜନସମର୍ଥନ ଲୋଡିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ । ବିଶାଳ ରାଲିରେ ଡକ୍ଟର ସାମନ୍ତଙ୍କ ସହ କଣ୍ଟାମାଳ ବିଧାୟକ ପ୍ରାର୍ଥୀ ମହୀଧର ରଣା ସାମିଲ ଥିଲେ । ବୌଦ୍ଧ ଜିଲ୍ଲା…

କନ୍ଧମାଳରେ ସୁଟିଂ ହୋଇଥିବା ଓଡିଆ ଚଳଚ୍ଚିତ୍ର ‘ବିଗୁଲ୍’ ଓଡିଶାର ବିଭିନ୍ନ ହଲ୍ ରେ ଦର୍ଶକଙ୍କ ମନ ମୋହୁଛି

କନ୍ଧମାଳ(କେନ୍ୟୁଜ): କନ୍ଧମାଳରେ ସୁଟିଂ ହୋଇଥିବା ଓଡିଆ ଚଳଚ୍ଚିତ୍ର ବିଗୁଲ୍ ଏବେ କନ୍ଧମାଳ ସିନେମା ହଲ୍ ସମେତ ଓଡିଶାର ବିଭିନ୍ନ ହଲ୍ ରେ ଦର୍ଶକଙ୍କ ମନ ମୋହୁଛି । ପ୍ରଥମ ଥର ପାଇଁ କନ୍ଧମାଳରେ ସୁଟିଙ୍ଗ ହୋଇଥିବା ଓଡିଆ ଚଳଚ୍ଚିତ୍ର ବିଗୁଲ୍ ରେ ଚିତ୍ରିତ ହୋଇଥିବା ନିଆରା କାହାଣୀ, ଚିତ୍ର ଓ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଲୋକସଭାରୁ ପୁଣି ଲଢ଼ିବେ ଡ. ଅଚ୍ୟୁତ ସାମନ୍ତ । ତାଙ୍କୁ ଦ୍ବିତୀୟ ଥର ପ୍ରାର୍ଥୀ କରିଛି ବିଜେଡି । ଟିକେଟ ଘୋଷଣା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । କନ୍ଧମାଳବାସୀଙ୍କ ସେବା…

ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ, ସର୍ଚ୍ଚ ଅପରେସନ ପରେ ମାଓ ସାମଗ୍ରୀ ଜବତ

କନ୍ଧମାଳ (କେନ୍ୟୁଜ): ପୁଣି ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ । ରାୟଗଡ଼ା-କନ୍ଧମାଳ ସୀମାନ୍ତ ଦୁର୍ଗାପଙ୍ଗା ଜଙ୍ଗଲରେ ଗୁଳି ବିନିମୟ । କମ୍ବିଂ ଅପରେସନ ବେଳେ ଏସଓଜି-ମାଓବାଦୀ ମୁହାଁମୁହିଁ । ଗତକାଲି ଏସଓଜି ଯବାନଙ୍କ ପକ୍ଷରୁ ରାୟଗଡ଼ା ସୀମା ନିକଟବର୍ତ୍ତୀ ଭାଲୁଗୁରା, ସୁକରପଦର, ଡିମିଲି,…

ଉଦ୍ଧାର ହୋଇଛି ଏକ ବିଲୁପ୍ତ ପ୍ରଜାତିର ଶାଗୁଣା, ଅସୁସ୍ଥତା କାରଣରୁ ଉଡ଼ିପାରୁନଥିଲା

ଦିନକୁ ଦିନ ବିଭିନ୍ନ କାରଣରୁ ବିରଳ ଶାଗୁଣା ପକ୍ଷୀଙ୍କ ସଂଖ୍ୟା ଲୋପ ପାଇବାରେ ଲାଗିଛି । ଆଜିକାଲି ଶାଗୁଣା ବହୁତ କମ ଦେଖିବାକୁ ମିଳୁଛନ୍ତି । ଶାଗୁଣା ଅନେକ ପ୍ରଜାତିର ରହିଥାନ୍ତି ତେବେ ଏହା ମଧ୍ୟରୁ କିଛି ବିଲୁପ୍ତ ପ୍ରଜାତି ମଧ୍ୟ ରହିଛନ୍ତି । ଏମାନଙ୍କ ଦୃଷ୍ଟି ଶକ୍ତି ଖୁବ ତୀକ୍ଷଣ ଏବଂ…

କରାଟେ ପ୍ରତି ଥିବା ଆଗ୍ରହ ଆଜି ରୁଦ୍ରଙ୍କୁ ଆଣି ଦେଇଛି ସଫଳତା, ୧୩ ବର୍ଷ ବୟସରେ ଆଣିଲେ ସୁନାମ

କନ୍ଧମାଳ (କେନ୍ୟୁଜ): ମନରେ ପ୍ରବଳ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୁଏ । ଛୋଟ ବେଳୁ କରାଟେ ପ୍ରତି ଥିବା ଆଗ୍ରହ ଆଜି ତାଙ୍କୁ ଆଣି ଦେଇଛି ସଫଳତା । ତାଙ୍କ ସଫଳତାରେ ବାପା ମା’ଙ୍କ ଠାରୁ ଆରମ୍ଭ କରି ସମସ୍ତେ ବେଶ ଖୁସି ଅଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ଏହି ଛାତ୍ର ।…

କନ୍ଧମାଳ ସଞ୍ଜିତ ହତ୍ୟା ମାମଲାର ପର୍ଦ୍ଦାଫାସ, ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ହେଇଥିଲା ହତ୍ୟା

କନ୍ଧମାଳ (କେନ୍ୟୁଜ): କାଳ ହେଲା ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ। କନ୍ଧମାଳ ଯୁବ ବିଜେଡି ଉପସଭାପତି ତଥା ଦଡ଼କି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପୁଅ ସଞ୍ଜିତ ମଲ୍ଲିକଙ୍କ ହତ୍ୟାର ପର୍ଦ୍ଦାଫାସ । ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା…

ଲାଲଗଡ଼ରେ ପ୍ରଥମ ମହିଳା ଅଫିସର୍‌ ସିଆରପିଏଫ୍‌ ଆଇଜିପି ଡ. ଅର୍ଚ୍ଚନା ଶିଭାରେ

ବାଲିଗୁଡ଼ା (କେନ୍ୟୁଜ୍‌) : ଲାଲଗଡ଼ରେ ପ୍ରଥମ ଥର ଜଣେ ମହିଳା ସିଆରପିଏଫ୍‌ ବରିଷ୍ଠ ଅଧିକାରୀ l ଲାଲଗଡ଼ର ଗ୍ରାଉଣ୍ଡ ଜିରୋରେ ପ୍ରଥମ ମହିଳା ବରିଷ୍ଠ ଅଧିକାରୀ ସିଆରପିଏଫ୍‌ ଆଇଜିପି ଓଡିଶା ସେକ୍ଟର ଡ. ଅର୍ଚ୍ଚନା ଶିଭାରେ ଗସ୍ତ କରି ମାଓ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମାଓ ଦମନ ନେଇ ରଣନୀତି…

ନିର୍ଯାତିତା ମହିଳାମାନଙ୍କୁ ନୂଆ ଜୀବନ ଦେଉଛି ସ୍ୱଧାର ଗୃହ, ନିରାଶ୍ରୟ ମହିଳାମାନଙ୍କୁ ମିଳିଛି ଆଶ୍ରୟ

ନୂଆ ଜୀବନ ଦେଉଛି ସ୍ୱଧାର ଗୃହ । ଏହି ସ୍ୱଧାର ଗୃହରେ ନିର୍ଯାତିତା ମହିଳାମାନଙ୍କୁ ମିଳୁଛି ଦ୍ୱିତୀୟ ଜୀବନ । ନିଜ ପାଖରେ ରହିବା ପାଇଁ ଘର ଟିଏ ନଥିବା ବେଳେ ସ୍ୱଧାର ଗୃହ ହିଁ ପାଲଟିଛି ଏମାନଙ୍କ ପାଇଁ ଆଶ୍ରୟସ୍ଥଲୀ । ହସଖୁସିରେ କାମ କରି ସବୁ ଦୁଃଖକୁ ଭୁଲି ଯାଆନ୍ତି ଏମାନେ । ଘରୋଇ ହିଂସା ,…

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କନ୍ଧମାଳ (କେନ୍ୟୁଜ): ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଫୁଲବାଣୀର ଅଭିଯୁକ୍ତ ଅଶୋକ ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଏହା ସହ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୬ ମାସ ଅଧିକ ଜେଲଦଣ୍ଡାଦେଶ। ରାୟ ଶୁଣାଇଛନ୍ତି ପୋକ୍ସୋ କୋର୍ଟ। ୨୦୨୦ ଜାନୁଆରୀ ୧୨ରେ ନାବାଳିକାଙ୍କୁ…

ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ, ଶୁଖିଲା ପତ୍ରରେ ତିଆରି କରୁଛନ୍ତି ଜୀବନ୍ତ ଚିତ୍ର

ପତ୍ରରେ କରୁଛନ୍ତି ଜୀବନ୍ତ ଚିତ୍ର । ଆପଣ ବି ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେନି । ସାଧାରଣ ପତ୍ରକୁ ନେଇ ହାତର ଯାଦୁ ଦେଖାଉଛନ୍ତି । ବର୍ତ୍ତମାନର ଆଧୁନିକ ଯୁଗର ଲୋକମାନେ ମୋବାଇଲରେ ସମୟ ଦେଉଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ନିଜ କଳାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଯାହା…

ବସ୍‌କୁ ଅପେକ୍ଷା କରିଥିବା ବେଳେ ଚଢ଼ିଗଲା ବୋଲେରୋ, ବାପା ମୃତ, ପୁଅ ଗୁରୁତର

କନ୍ଧମାଳ (କେନ୍ୟୁଜ): ବସ୍‌କୁ ଅପେକ୍ଷା କରିଥିବା ବେଳେ ବାପାପୁଅଙ୍କ ଉପରେ ଚଢ଼ିଗଲା ବୋଲେରୋ। ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ଗ୍ରାମପଞ୍ଚାୟତର ତେଲିମୁଣ୍ଡା ଛକ ନିକଟରେ। ମୃତ…