Browsing Tag

kandhamala

ସୁଲଭ ମୂଲ୍ୟରେ ଟିଫିନ ଓ ମିଲ୍ସ ଯୋଗାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ମିଶନ ଶକ୍ତି କାଫେ, ମହିଳାମାନେ ହୋଇପାରୁଛନ୍ତି…

କନ୍ଧମାଳ (କେନ୍ୟୁଜ): କନ୍ଧମାଳରେ ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି ଜରିଆରେ ପ୍ରତି ବ୍ଲକରେ ମିଶନ ଶକ୍ତି କାଫେ ଖୋଲାଯାଇ ଲୋକଙ୍କୁ ସୁଲଭ ଦରରେ ଟିଫିନ ଓ ମିଲସ ଯୋଗାଇ ଦିଆଯାଉଛି । ଦିନେ ଗାଁରେ ରହି ଘରୁ ଗୋଡ ବାହାର କରିବାକୁ ଭୟ କରୁଥିବା ମହିଳା ମାନେ ଆଜି ସହରାଞ୍ଚଳରେ ମିଶନ କାଫେ କରି…

ଏବେ ରିଲାୟନ୍ସ ଫ୍ରେସରେ ପାଇବେ କନ୍ଧମାଳ ଷ୍ଟ୍ରବେରୀର ସ୍ୱାଦ, ଖୁସି ହେଲେ ଶହ ଶହ ଏସଏଚଜି ମହିଳା

ପରୀକ୍ଷା ମୂଳକ ଭାବେ କନ୍ଧମାଳରେ ଚାଷ କରାଯାଇଥିବା ଷ୍ଟ୍ରବେରୀ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମିଳିବ ଏନେଇ କଥାବାର୍ତ୍ତା ଚାଲିଛି ରିଲାୟନ୍ସ ଫ୍ରେସ ସହିତ । କନ୍ଧମାଳର ଫୁଲବାଣୀ ବ୍ଲକ ରାଇକିଆ, ଫିରିଙ୍ଗିଆ, ଦାରିଙ୍ଗବାଡି ଆଦି ବ୍ଲକରେ ପ୍ରଶାସନ ପକ୍ଷରୁ ପରୀକ୍ଷା ମୂଳକ ଭାବେ…

ସୋରିଷ ଓ ସୂର୍ଯ୍ୟମୁଖୀ ଚାଷ କରି ପେଟ ପୋଷୁଛନ୍ତି ଚାଷୀ, କିନ୍ତୁ ଏବେ ବି ରହିଛି ଅନେକ ସମସ୍ୟା

ବନ ପାହାଡ ଘେରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା, କିନ୍ତୁ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି କନ୍ଧମାଳର ସୋରିଷ ଫୁଲ ଓ ସୂର୍ଯ୍ୟମୁଖୀ ଫୁଲର କ୍ଷେତ । ସରକାରଙ୍କ ଅଣଧାନ ପ୍ରୋତ୍ସାହନ ଯୋଜନାରେ ଫୁଲବାଣୀ ବ୍ଲକର ତୁଡିପାଯୁ ଗ୍ରାମ ପଞ୍ଚାୟତର ବୁଢାଦାନି ଗାଁରେ…

ପେସାରେ ପୋଲିସ୍‌, ପଶମ ସୂତା କାରୁକାର୍ଯ୍ୟରେ ହାତର ଯାଦୁଗରୀ ଦେଖାଇ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ୍‌ ରେକର୍ଡ଼ରେ…

ବଣ ମଲ୍ଲୀ ଆଉ ବଣ ଭିତରେ ଫୁଟି ଝଡି ଯାଉନି ବରଂ ତାର ମହକରେ ଏବେ ସାରା ବିଶ୍ୱ ମହକୁଛି । ବଣ ମଲ୍ଲୀ ବଣରେ ଫୁଟି ଝଡ଼ିବା ପ୍ରବାଦଟି ଭୁଲ୍ ପ୍ରମାଣିତ ହୋଇଛି କନ୍ଧମାଳ ଜିଲ୍ଲା ଚକାପାଦ ଗାଁର ସନ୍ଧ୍ୟା ରାଣୀ ବେହେରାଙ୍କ ନିକଟରେ । କନ୍ଧମାଳ ଜିଲ୍ଲା ଘଞ୍ଚ ଜଙ୍ଗଲ ଘେରା ଅପହଞ୍ଚ ଅଞ୍ଚଳ ଚକାପାଦ…

କହି କହି ଶୁଣୁନି ପ୍ରଶାସନ ତେଣୁ ବାଧ୍ୟହୋଇ ପିଲାଠୁ ବଡ ସମସ୍ତେ ଲାଗି ତିଆରି କଲେ କାଠ ପୋଲ

ନାଳର ଆରପଟେ ରହିଛି ସ୍କୁଲ, ଅଙ୍ଗନବାଡି, ପଂଚାୟତ । ନାଳ ଏପଟେ ରହିଯାଇଛନ୍ତି ଲୋକେ କିନ୍ତୁ ଯିବାଆସିବା ପାଇଁ ନାଳ ଉପରେ ନାହିଁ ପୋଲଟିଏ । ଖରାଦିନେ ଯେମିତି ସେମିତି ଚଳିଯା'ନ୍ତି କିନ୍ତୁ ବର୍ଷାଦିନ ଆସିଲେ ଏହି ନାଳ ପାଲଟିଯାଏ ଅଭିଶାପ । ଯିବାଆସିବା ପାଇଁ ଭୋଗିବାକୁ ପଡେ ଅନେକ ସମସ୍ୟା ।…

କନ୍ଧମାଳ: ଲକ ଡାଉନ ସମୟ ଅତିବାହିତ କରିବାକୁ ବାଲିଗୁଡା ପୋଲିସର ନିଆରା ପ୍ରୟାସ, ଆରମ୍ଭ କଲେ ବିଭିନ୍ନ ପ୍ରତିଯୋଗିତା

ବାଲିଗୁଡା: କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ ଡାଉନ ଜାରି ହୋଇଛି । ଅତି ଜରୁରୀ କାମ ନଥିଲେ କେହି ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ଜନସାଧାରଣ କିପରି ଘରେ ରହିବେ ସେନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ନୂଆ ପ୍ରୟାସ ।…

କନ୍ଧମାଳରେ ଆୟୋଜିତ ହେଉଛି ମେଗା ନିଯୁକ୍ତି ମେଳା, ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ ପାଇଁ ସାଂସଦ ଡ. ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ): କନ୍ଧମାଳ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସହ ରୋଜଗାରକ୍ଷମ ପାଇଁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ । ଜିଲ୍ଲାରେ ଆୟୋଜିତ ହୋଇଛି ମେଗା ନିଯୁକ୍ତି ମେଳା । ଦକ୍ଷତା ବିକାଶ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମେଳାକୁ…

କନ୍ଧମାଳ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ରୋଜଗାରକ୍ଷମ ପାଇଁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ,…

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସହ ରୋଜଗାରକ୍ଷମ ପାଇଁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ । ଚଳିତ ବର୍ଷ ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ନିଯୁକ୍ତି ମେଳା । ସମଗ୍ର କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବେକାରୀ ସମସ୍ୟାର ସମାଧାନ ପାଇଁ…

ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ କନ୍ଧମାଳରେ ବଢିଛି ଶୀତର ମାତ୍ରା, ଶୀତଠୁ ଅଧିକ ଜମୁଛି କୁହୁଡିର ଆସ୍ତରଣ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳରେ ଥରାଉଛି ଶୀତ । ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଦୁଇ ତିନି ଧରି ଶୀତର ମାତ୍ରା ବଢିବାରେ ଲାଗିଛି । ଶୀତଠୁ ଅଧିକ କୁହୁଡିର ଆସ୍ତରଣ ଜମୁଛି । ଘନ କୁହୁଡି ଚାଦର ତଳେ ଦାରିଙ୍ଗବାଡି, ଫୁଲବାଣୀ ଓ ଉଦୟଗିରି। ଦିନ ଦଶଟା ନହେଲେ ଦୋକାନ ବଜାର ଖୋଲୁନି ।…

କନ୍ଧମାଳ ଜିଲ୍ଲାରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ, ଯୋଗ ଦେଲେ ପ୍ରାୟ ଚାରି ଶହ ଡାକ୍ତର ଓ…

କନ୍ଧମାଳ(କେନ୍ୟୁଜ୍):  କନ୍ଧମାଳ ଜିଲ୍ଲାରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଫିରିଙ୍ଗିଆ ବ୍ଲକ ତଳଦଣ୍ଡକିଆ ପଞ୍ଚାୟତ, ଫୁଲବାଣୀ ବ୍ଲକ ବିଶିପଡ଼ା ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ଖଜୁରୀପଡ଼ା ବ୍ଲକର ଆର୍‌. ନୂଆଗାଁ ପଞ୍ଚାୟତ ଓ…

କନ୍ଧମାଳ: ଶୁଭାରମ୍ଭ ହେଲା ‘ଆମ କନ୍ଧମାଳ’ ଅଭିଯାନ, ଯୁବକ ଯୁବତୀଙ୍କୁ ସାମଗ୍ରିକ ସଶକ୍ତ କରିବା ଏହାର ଲକ୍ଷ୍ୟ

ଆନ୍ତର୍ଜାତିକ ଯୁବ ଦିବସ ଅବସରରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଫୁଲବାଣୀ ଟାଉନ୍‌ ହଲଠାରେ ‘ଆମ କନ୍ଧମାଳ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରବଳ ବର୍ଷା ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ କନ୍ଧମାଳର ହଜାର ହଜାର ଯୁବକ ଯୁବତୀ ସାମିଲ୍‌ ହୋଇଥିଲେ । ଏହି ଅବସରରେ ଡ. ସାମନ୍ତ ସେମାନଙ୍କୁ…

କନ୍ଧମାଳରେ ପ୍ରତିଷ୍ଠା ହେବ ଏମ୍‍ଡିଏଚ୍‍ ମସଲା ୟୁନିଟ୍‍, ସାଂସଦ ଡ. ସାମନ୍ତଙ୍କୁ ପ୍ରତିଶ୍ରୁତି ଦେଲେ ଅଧ୍ୟକ୍ଷ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭାରତ ପ୍ରସିଦ୍ଧ ମସଲା ଉତ୍ପାଦକ ଏମ୍‍ଡିଏଚ୍‍ କମ୍ପାନୀ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଖୁବ୍‍ ଶୀଘ୍ର ଏକ ମସଲା ପ୍ରକ୍ରିୟାକରଣ ୟୁନିଟ୍‍ ସ୍ଥାପନ କରିବ । କନ୍ଧମାଳ ଲୋକସଭା ସାଂସଦ ଡ. ଅଚ୍ୟୁତ ସାମନ୍ତ ବୁଧବାର ଦିନ ଏମ୍‍ଡିଏଚ୍‍ କମ୍ପାନୀର ଅଧ୍ୟକ୍ଷ ପଦ୍ମଭୂଷଣ…