ସଲ୍ମାନଙ୍କ ସହ ଫିଲ୍ମ ‘ସୁଲ୍ତାନ’ କରିବାକୁ ମନା କରିବାରୁ ମିଳିଥିଲା ଧମକ, ଏକ ଟିଭି ଶୋରେ କହିଲେ କଙ୍ଗନା ରନାଓ୍ଵତ
ମୁମ୍ବାଇ : ଏକ ଟିଭି ଶୋରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ବଲିଉଡ୍ର ବହୁ ଭିତିରି କଥା ଉପରୁ ପର୍ଦ୍ଦା ଉଠାଇଛନ୍ତି । ଏକ ଟିଭି ଶୋକୁ ସାକ୍ଷାତକାର ଦେଇ କହିଛନ୍ତି ଯେ କରଣ ଜୋହର ସୁଶାନ୍ତ ସିଂହଙ୍କୁ ଜଣେ ଫ୍ଲପ୍ ହିରୋ ଭାବେ ସାବ୍ୟସ୍ତ କରିବାକୁ ଷଡଯନ୍ତ୍ର କରିଥିଲେ । କଙ୍ଗନା ଏଥର…