Browsing Tag

kangana ranaut demand compensation

BMC କୁ ନୋଟିସ୍‌ ପଠାଇଲେ କଙ୍ଗନା ରାଣାଓ୍ଵତ୍‌, ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଦାବି

କଙ୍ଗନା ରାଣାଓ୍ଵତଙ୍କ ଅଫିସ ଭାଙ୍ଗିବା ମାମଲା ଏବେ ଆହୁରି ବିବାଦୀୟ ହୋଇଛି। ନିକଟରେ କଙ୍ଗନାଙ୍କ ଅଫିସ ଉପରେ ବିଏମ୍‌ସି ବୁଲଡୋଜର ଲଗାଇ ଭାଙ୍ଗିଦେଇଥିଲେ। ମାମଲା କୋର୍ଟରେ ପହଞ୍ଚିବା ପରେ ବିଏମ୍‌ସିର ଏହି କାର୍ଯ୍ୟକୁ କୋର୍ଟ ବେନିୟମ କହି ଏହା ଉପରେ ରୋକ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।…