‘ଧାକଡ’ର ନୂଆ ପୋଷ୍ଟର ଆସିଲା ସାମ୍ନାକୁ, ଫୁଲ୍ ଆକ୍ସନରେ ନଜର ଆସିଲେ ‘ପଙ୍ଗା ଗାର୍ଲ’ କଙ୍ଗନା ରାଣାଓ୍ଵତ୍
ବଲିଉଡ୍ର ‘ପଙ୍ଗା ଗାର୍ଲ’ କଙ୍ଗନା ରାଣାଓ୍ଵତ୍ଙ୍କ ମୋଷ୍ଟ ଅୱେଟେଡ ଫିଲ୍ମ ‘ଧାକଡ’ର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି। ଏହାସହିତ ଏହି ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କଙ୍ଗନା ହାତରେ ଖଣ୍ଡା ଧରି ଫୁଲ୍ ଆକ୍ସନରେ ନଜର ଆସୁଛନ୍ତି। କଙ୍ଗନା ନିଜେ ଏକ ଟୁଇଟ୍ କରି…