Browsing Tag

kangana ranaut

ରିଲିଜ ହେଲା ‘ଚନ୍ଦ୍ରମୁଖୀ ୨’ ଫାଷ୍ଟ ଟ୍ରେଲର, ଗଣେଶ ପୂଜାରେ ରିଲିଜ୍‌ ହୋଇପାରେ ଫିଲ୍ମ

ବଲିଉଡ କୁଇନ୍‌ କଙ୍ଗନା ରଣାଓ୍ଵତ୍‌ ଏବଂ ସାଉଥ୍‌ ସୁପରଷ୍ଟାର ରାଘବ ଲରେନ୍ସଙ୍କ ଫିଲ୍ମକୁ ନେଇ ଇଣ୍ଡଷ୍ଟ୍ରୀରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ପୁଣି କଙ୍ଗନା ଓ ରାଘବ ତାଙ୍କ ନୂଆ ହରର କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଅଫିସିଆଲ୍‌ ଟ୍ରେଲର୍‌…

ଖୁବଶୀଘ୍ର ରିଲିଜ ହେବକୁ ଯାଉଛି ‘ଚନ୍ଦ୍ରମୁଖୀ ୨’, ଫିଲ୍ମର ପ୍ରଥମ ପୋଷ୍ଟର ଆସିଲା ସାମ୍ନାକୁ

ବଲିଉଡ କୁଇନ କଙ୍ଗନା ରଣାଓ୍ଵତ ଇଣ୍ଡଷ୍ଟ୍ରୀରେ ତାଙ୍କ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ପୁଣି କଙ୍ଗନା ତାଙ୍କ ନୂଆ ହରର କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଲାଇକା ପ୍ରଡକ୍ସନରୁ ‘ଚନ୍ଦ୍ରମୁଖୀ ୨’ ର କଙ୍ଗନାଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ…

ଦୀପିକାଙ୍କୁ ପ୍ରଶଂସା କଲେ କଙ୍ଗନା, ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଛି କି ବୋଲି ପ୍ରଶ୍ନ କଲେ ଟ୍ରୋଲର୍ସ

ଓସ୍କାର ୨୦୨୩ରେ ଭାରତକୁ ଗର୍ବିତ କରିଛନ୍ତି ଦୀପିକା ପାଦୁକୋନ। ଯାହାକୁ ନେଇ ଦୀପିକାଙ୍କୁ ପ୍ରଶଂସା କରିଛନ୍ତି କଙ୍ଗନା ରାଣାୱତ। କଙ୍ଗନା ଏନେଇ ଟ୍ବିଟ୍‌ କରିଛନ୍ତି। ଦୀପିକା ପୁଣି ଥରେ ବିଶ୍ୱ ଦରବାରରେ ଭାରତକୁ ଗର୍ବିତ କରିଛନ୍ତି। ଓସ୍କାର ୨୦୨୩ରେ ଦୀପିକା ଏକମାତ୍ର ଭାରତୀୟ ଉପସ୍ଥାପିକା…

୨୦ମାସ ପରେ ଟ୍ୱିଟରକୁ ଫେରିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍, କହିଲେ କିଛି ଏମିତି

ବିବାଦୀୟ ବୟାନ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର୍‌ର ନିର୍ଦ୍ଦେଶାବଳୀକୁ ଉଲଂଘନ କରି ଟ୍ୱିଟ୍ ପୋଷ୍ଟ କରିବା ପରେ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀଭାବେ ଅଚଳ…

ହିମାଚଳର ମଣ୍ଡିରୁ ନିର୍ବାଚନ ଲଢ଼ିବେ କି କଙ୍ଗନା ରାଣାଓ୍ଵତ୍‌! ରାଜନୀତିରେ ପ୍ରବେଶକୁ ନେଇ ଏମିତି କଲେ ଘୋଷଣା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ନିଜର ଅଭିନୟ ସହିତ ରୋକ୍‌ଠୋକ କଥା ପାଇଁ ବେଶ୍‌ ଜଣାଶୁଣା। ପ୍ରତ୍ୟେକ ରାଜନୈତିକ ପ୍ରସଙ୍ଗରେ ସେ ନିଜର ରାୟ ଦେଇ ଥାଆନ୍ତି ଏବଂ ଏହି କାରଣରୁ ସେ ଅନେକ ଥର ଲୋକଙ୍କ ଟାର୍ଗେଟ୍‌କୁ ବି ଆସି ସାରିଛନ୍ତି। ଏହା ବାଦ୍‌ ଯେତେବେଳେ ବି କଙ୍ଗନାଙ୍କୁ…

ବାଜି ମାରିଲେ କଙ୍ଗନା,ନୋଟି ବିନୋଦିନୀଙ୍କ ବାୟୋପିକରେ ଆସିବେ ନଜର

ଏକ ବଡ ପ୍ରୋଜେକ୍ଟ ପାଇଁ ଘୋଷଣା କରିଛନ୍ତି କଙ୍ଗନା ରାଣାଓ୍ଵତ। ଅନ୍ୟତମ ବଙ୍ଗଳା ଥିଏଟର ସୁପର୍ଷ୍ଟାର୍ ନୋଟି ବିନୋଦିନୀଙ୍କ ବାୟୋପିକ୍ ସେ ସାଇନ୍ କରିଛନ୍ତି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଇନ୍ଦିରା ଗାନ୍ଧିଙ୍କ ବାୟୋପିକ୍ ‘ଏମର୍ଜେନ୍ସି’ର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି…

ସେଲିବ୍ରିଟିଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ଅଜୟ ଦେବଗନଙ୍କୁ କଲେ ପ୍ରଶଂସା, କିଛି ତଳେ କଙ୍ଗନାଙ୍କ ଫିଲ୍ମ ପ୍ରମୋସନ…

ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ୍ ସବୁବେଳେ ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଥାନ୍ତି। ହେଲେ ସମସ୍ତଙ୍କୁ ଟାର୍ଗେଟ କରୁଥିବା କଙ୍ଗନା ସିଙ୍ଘମ ଷ୍ଟାର ଅଜୟ ଦେବଗନଙ୍କୁ ପ୍ରଶଂସା କରିଛନ୍ତ। ନିକଟରେ ଅଜୟ ଦେବଗନ ଅହମ୍ମଦାବାଦରେ ୪ଟି ସ୍କ୍ରିନ୍ ମଲ୍ଟିପ୍ଲେକ୍ସ ଖୋଲିଛନ୍ତି। ଏହି…

‘ବ୍ରହ୍ମାସ୍ତ୍ର’ ନିର୍ଦ୍ଦେଶକଙ୍କ ଫ୍ୟାନଙ୍କୁ ଜେଲରେ ପୂରାଇବା ଉଚିତ, ଫିଲ୍ମକୁ ଟ୍ରୋଲ କରି ଏମିତି କହିଲେ କଙ୍ଗନା…

ମୁକ୍ତିଲାଭ କରିସାରିଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଲିଆ ଭଟ୍ଟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' କୁ ପୁଣି ଥରେ ନିନ୍ଦା କରିଛନ୍ତି। ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ କଙ୍ଗନା ନିଜର କ୍ରୋଧ ପ୍ରକାଶ…

‘ଇମରଜେନ୍ସୀ’ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କଙ୍ଗନା ରଣାଓ୍ଵତ, ସେୟାର କଲେ ଆପତ୍ତକାଳୀନ ନ୍ୟୁଜ କ୍ଲିପ୍‌

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ଅପକମିଂ ଫିଲ୍ମ ‘ଇମରଜେନ୍ସୀ’ ଖୁବଶୀଘ୍ର ପରଦା ଉପରକୁ ଆସିବାର ରହିଛି। ଏଥିରେ କଙ୍ଗନା ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ନଜର ଆସିବେ। ଏହାକୁ ଦୃଷ୍ଟିରେ ରଖି କଙ୍ଗନା ୧୯୭୫ରେ ହୋଇଥିବା ଆପତ୍ତକାଳୀନ ଦିନର ଏକ ସମାଚାର କ୍ଲିପିଂକୁ ସେୟାର କରିଛନ୍ତି। ଏହି…

କଙ୍ଗନା ରାଣାଓ୍ଵତ୍‌ଙ୍କ ‘ଧାକଡ଼’ ହେଲା ବଡ଼ ଫ୍ଲପ୍‌! ଗୋଟିଏ ଦିନରେ ବିକ୍ରି ହେଲା ମାତ୍ର ୨୦ଟି ଟିକେଟ୍‌

କଙ୍ଗନା ରାଣାଓ୍ଵତ୍‌ଙ୍କ ଅଭିନୀତ ଆକ୍ସନ୍‌ ଫିଲ୍ମ ‘ଧାକଡ଼’ ଏବେ ଭଲ ନୁହେଁ, ବରଂ ଖରାପରେ ରେକର୍ଡ କରିଛି। ରିଲିଜ୍‌ ହେବାର ଅଷ୍ଟମ ଦିନରେ ଏହି ଫିଲ୍ମ ମାତ୍ର ୪୪୨୦ ଟଙ୍କା ରୋଜଗାର କରିଛି। ଏଥିସହ ସାରା ଦେଶରେ ମାତ୍ର ୨୦ଟି ଟିକେଟ୍‌ ବିକ୍ରି କରିବାରେ ସକ୍ଷମ ହୋଇଛି। ରିଲିଜ୍‌ର ପ୍ରଥମ ଦିନରୁ…

ବଲିଉଡ୍‌ର କୌଣସି ଷ୍ଟାର ମୋ ବନ୍ଧୁ ହେବାକୁ କି ଘରକୁ ଆସିବାକୁ ଯୋଗ୍ୟ ନୁହେଁ, ଏଥିପାଇଁ ଯୋଗ୍ୟତା ଦରକାର: କଙ୍ଗନା…

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ସବୁବେଳେ ନିଜ ସାଥୀ ସେଲିବ୍ରିଟିଙ୍କ ପ୍ରତି ଅସନ୍ତୁଷ୍ଟ ମନୋଭାବ ଦେଖାଥାନ୍ତି। ବଲିଉଡ୍‌ର ଅନ୍ୟ ତାରକାଙ୍କୁ ନେଇ ସେ ସବୁ ବେଳେ କିଛି ନା କିଛି ଟିପ୍ପଣୀ ଦେଇଥାନ୍ତି। ଯାହା ଫଳରେ ବିବାଦ ମଧ୍ୟକୁ ଟାଣି ହୋଇ ଯାଇଥାନ୍ତି ଏହି ହିରୋଇନ୍‌। ଏବେ…

ପୁଣି ବିବାଦୀୟ ବୟାନ ଦେଲେ କଙ୍ଗନା ରଣାଓ୍ବତ, କହିଲେ : ବଲିଉଡ଼ର ଷ୍ଟାର କିଡ୍ସ ’ସିଝା ଅଣ୍ଡା’ ଭଳି ଦେଖାଯାଆନ୍ତି…

କଙ୍ଗନା ରଣାଓ୍ବତ ସବୁବେଳେ ନେପୋଟିଜିମକୁ ନେଇ ନିଜର ବିଚାର ସାବ୍ୟସ୍ତ କରି ଆସିଛନ୍ତି । ନେପୋଟିଜିମ ଓ ଷ୍ଟାର କିଡସଙ୍କୁ ନେଇ କଙ୍ଗନା ଅନେକ ଥର ବିବାଦ ଘେରକୁ ଆସିଥାନ୍ତି । ପୁଣିଥରେ ଷ୍ଟାର କିଡସଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଙ୍ଗନା। ଯାହାକୁ ନେଇ ସେ ଏବେ ଚର୍ଚ୍ଚାର ପରିସରକୁ…