ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ, ପ୍ରଡକ୍ସନ ହାଉସ ପକ୍ଷରୁ ମିଳିଲା ସୂଚନା
ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ। କଙ୍ଗନା ରଣାଓ୍ଵତଙ୍କ ପ୍ରଡକ୍ସନ ହାଉସ ଏନେଇ ସୂଚନା ଦେଇଛି। ଏହାକୁ ନେଇ ପ୍ରଡକ୍ସନ ହାଉସ୍ ଇନଷ୍ଟାଗ୍ରାମ ରେ ଷ୍ଟୋରୀ ସେୟାର କରିଥିଲା। ପୋଷ୍ଟରେ ପ୍ରଡକ୍ସନ ହାଉସ ଲେଖିଥିଲା ଯେ, "ଆପଣଙ୍କୁ ଡେଙ୍ଗୁ ହେବା କାରଣରୁ ହ୍ଵାଇଟ ବ୍ଲଡ ସେଲ୍ସ କମ ହେବା…