Browsing Tag

kangana ranawat

ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ, ପ୍ରଡକ୍ସନ ହାଉସ ପକ୍ଷରୁ ମିଳିଲା ସୂଚନା

ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ। କଙ୍ଗନା ରଣାଓ୍ଵତଙ୍କ ପ୍ରଡକ୍ସନ ହାଉସ ଏନେଇ ସୂଚନା ଦେଇଛି। ଏହାକୁ ନେଇ ପ୍ରଡକ୍ସନ ହାଉସ୍‌ ଇନଷ୍ଟାଗ୍ରାମ ରେ ଷ୍ଟୋରୀ ସେୟାର କରିଥିଲା। ପୋଷ୍ଟରେ ପ୍ରଡକ୍ସନ ହାଉସ ଲେଖିଥିଲା ଯେ, "ଆପଣଙ୍କୁ ଡେଙ୍ଗୁ ହେବା କାରଣରୁ ହ୍ଵାଇଟ ବ୍ଲଡ ସେଲ୍ସ କମ ହେବା…

ସାମ୍ନାକୁ ଆସିଲା ‘ଏମର୍ଜେନ୍ସି’ ର ଫାଷ୍ଟ ଲୁକ୍, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ…

କଙ୍ଗନା ରଣାୱାତଙ୍କ ନିଜ ଆଗାମୀ ଫିଲ୍ମ ଏମର୍ଜେନ୍ସି ପାଇଁ ସୁଟିଂ ଆରମ୍ଭ କରି ସାରିଛନ୍ତି । ଏହି ଫିଲ୍ମର ପ୍ରଥମ ଲୁକ୍ ଟିଜର ସେ ତାଙ୍କର ସୋସିଆଲ ମିଡିଆ ସାଇଡରେ ସେୟାର କରିଛନ୍ତି । ଅଭିନେତ୍ରୀ କଙ୍ଗନା ରଣାୱତ ଗତ କାଲି ଅର୍ଥାତ୍ ଗୁରୁବାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଏମର୍ଜେନ୍ସି'…

‘ଆଜି ମୋ ଘର ଭାଙ୍ଗି ଯାଇଛି, କାଲି ତୁମର ଗର୍ବ ଭାଙ୍ଗିବ’, ଉଦ୍ଧବ ଠାକରେଙ୍କ ବିରୋଧରେ କଙ୍ଗନା…

ବର୍ତ୍ତମାନ ଭାଇରାଲ ହେଉଛି ଉଦ୍ଧବ ଠାକରେଙ୍କ ବିରୋଧରେ କଙ୍ଗନା ରାଣାୱତଙ୍କ ପୁରୁଣା ମନ୍ତବ୍ୟ ମନ୍ତବ୍ୟ। ବଲିଉଡ ଅଭିନେତ୍ରୀ ତଥା ଇଣ୍ଡଷ୍ଟ୍ରିର କ୍ୱିନ ଭାବରେ ଜଣାଶୁଣା କଙ୍ଗନା, ବିଏମସିର କାର୍ଯ୍ୟରେ ତାଙ୍କ ଘର ଭାଙ୍ଗିଯିବା ପରେ ଉଦ୍ଧବ ଠାକରେଙ୍କ ବିରୋଧରେ ଏକ ଭିଡିଓ ପ୍ରସ୍ତୁତ କହିଥିଲେ।…

“ଧାକ୍କଡ” ରିଲିଜ ହେବା ପୂର୍ବରୁ ନିଜକୁ କାର ଗିଫ୍ଟ କଲେ କଙ୍ଗନା, ମର୍ସିଡିଜର ନୂଆ ମଡ଼େଲ କିଣିବାରେ ହେଲେ…

ଅଧିକାଂଶ ସମୟରେ ବଲିଉଡ କୁଇନ କଙ୍ଗନା ରାଣାବତ ନିଜ ବୟାନ ବାଜି ତଥା ବିବାଦକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅଭିନେତ୍ରୀଙ୍କୁ ତାଙ୍କ ବୋଲ୍ଡ ଅନ୍ଦାଜ ପାଇଁ ବି ଜଣାଯାଏ । ଆଜି କଙ୍ଗନାଙ୍କ ଫିଲ୍ମ "ଧାକଡ଼" ରିଲିଜ ହୋଇଛି । ଏହି ଫିଲ୍ମରେ କଙ୍ଗନାଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି ।…

ସୁଶାନ୍ତଙ୍କୁ ମନେ ପକାଇ ଜନ୍ମ ଦିନରେ ଫଟୋ ସେୟାର କଲେ କଙ୍ଗନା ରଣାୱତ୍,ମୁକେଶ ଛାବ୍ରା ଓ ଅନୁଷ୍କା ଶର୍ମା

ଆଜି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମଦିନ। ହୁଏତ ସେ ଆଜି ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କୁ ସବୁଦିନ ପାଇଁ ସମସ୍ତେ ମନ ରଖିଛନ୍ତି। ତାଙ୍କ ଜନ୍ମ ଦିନରେ ଆଜି ତାଙ୍କୁ ତାଙ୍କର ଅନେକ ଫ୍ୟାନ୍ସ ମନେପକାଇଛନ୍ତି। ତାଙ୍କ ଜନ୍ମ ଦିନରେ ଆଜି ତାଙ୍କୁ ମନେ ପକାଇ କଙ୍ଗନା ରଣାୱତ୍…

କରବା ଚୌଥକୁ ନେଇ ମଜାକ ଉଡାଉଥିବା ଲୋକଙ୍କୁ କଡା ଜବାବ ଦେଲେ କଙ୍ଗନା

ବିବାଦୀୟ ବୟାନକୁ ନେଇ ଅଧିକାଂଶ ସମାୟରେ ଚର୍ଚ୍ଚାରେ ଥିବା କଙ୍ଗନା ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ ମାନ ସେୟାର କରିଥାନ୍ତି । ତାଙ୍କର କିଛି କିଛି ବୟାନକୁ ଫ୍ୟାନ୍ସ ମାନେ ପସନ୍ଦ କରିଥିବା ବେଳେ କିଛି ଜଣ ସମାଲୋଚନା କରିଥାନ୍ତି । ଏଥର କରବା ଚଉଥ ଅବସରରେ କଙ୍ଗନା ନିଜ ପିଲାଦିନର ସ୍ମୃତି…

ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ଚାଲିବ ମାମଲା : ବମ୍ବେ ହାଇକୋର୍ଟ

ଅଭିନେତ୍ରୀ କଙ୍ଗନାଙ୍କ ବିରୋଧରେ ଚାଲିବ ମାମଲା । ଜାଭେଦ ଅଖତାର କରିଥିବା ମାନହାନୀ ମାମଲା ଚାଲିବ । ବମ୍ବେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଜାଭେଦଙ୍କ ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ…

କଙ୍ଗନାଙ୍କ ବିରୋଧରେ ଦାୟର ହେଲା ଅବମାନନା ଯାଚିକା, ପାସପୋର୍ଟ ରିନ୍ୟୁ ବେଳେ ମିଛ କହିଛନ୍ତି

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମ ହେଉ ଅବା ବିବାଦୀୟ ବୟାନ ଅଥବା କୋର୍ଟକେଶ, କଙ୍ଗନାଙ୍କ ନାଁ ସବୁଥିରେ ଥାଏ । କହିରଖିବା ଉଚିତ ହେବକି କିଛି ଦିନ ତଳେ ଲେଖକ ଆଶିଷ କୋଲ କଙ୍ଗନାଙ୍କ ବିରୋଧରେ କପି ରାଇଟ ଉଲ୍ଲଙ୍ଘନ ନେଇ ଆରୋପ ଲଗାଇଥିଲେ ।…

ଟ୍ୱିଟର ସିଇଓ ଓ କଙ୍ଗନାଙ୍କ ଭିତରେ ଚାଲିଛି ଘମାଘୋଟ ଲଢେଇ, କାହିଁକି ଜାଣନ୍ତୁ

ବଲିଉଡ ଆକ୍ଟ୍ରେସ କଙ୍ଗନା ରାଣାୱତ ନିଜ ବୟାନ ବାଜିକୁ ନେଇ ସାଧାରଣତଃ ଚର୍ଚ୍ଚାରେ ରୁହନ୍ତି । ଏବେ ପୁଣି ଥରେ ଏକ ଟ୍ୱିଟକୁ ନେଇ ଜୋର ଧରିଛି ଆଲୋଚନା । ଏଥର କିନ୍ତୁ ଟ୍ୱିଟର ସିଇଓଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । ଖୋଲା ବଜାରରେ ତାଙ୍କୁ ଟିପ୍ପଣୀ କରିଛନ୍ତି | ପ୍ରକୃତରେ ଘଟଣାଟି ଘଟିଛି…

କଙ୍ଗନାଙ୍କ ବିରୋଧରେ ଦାୟର ହେଲା ମାନହାନି ମାମଲା, ୮୦ ବର୍ଷୀୟା ମହିଳା ଆଣିଲେ ଅଭିଯୋଗ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ପଞ୍ଜାବର ଭାଟିଣ୍ଡା କୋର୍ଟରେ ମାନହାନି ମକଦ୍ଧମା ଦର୍ଜ ହୋଇଛି । ରାଜ୍ୟର ଜଣେ ବୟସ୍କା ମହିଳା କୃଷକ କଙ୍ଗନାଙ୍କ ବିରୋଧରେ ମାମଲା ଦାୟର କରିଥିବା ନେଇ ଜଣାଯାଇଛି । ଯାହାର ଶୁଣାଣି ଆସନ୍ତା ଜାନୁଆରୀ ୧୧ ତାରିଖରେ ହେବ।କହିରଖିବା ଉଚିତ ହେବକି,…