ଫୁଟବଲ ମ୍ୟାଚ ଚାଲୁଥିବା ବେଳେ ହଠାତ୍ ପଡିଆକୁ ଚାଲିଆସିଲେ ଦୁଇଟି କଙ୍ଗାରୁ, ଆଉ ତା’ ପରେ …
କ୍ରିକେଟ କିମ୍ବା ଫୁଟବଲ ମ୍ୟାଚରେ ବିଲେଇ କିମ୍ବା କୁକୁର ବୁଲୁଥିବାର ଆପଣ ହୁଏତ କେବେ ଦେଖିଥିବେ। କିନ୍ତୁ କେବେ ଫୁଟବଲ ମ୍ୟାଚରେ କଙ୍ଗାରୁ ପସିଆସିଥିବା ଦେଖିଛନ୍ତି କି ? ହୁଏତ ନା। କିନ୍ତୁ ଏପରି ଏକ ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।…