ଛେଳି ଚୋର ସନ୍ଦେହରେ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଜୋତାମାଳ ପିନ୍ଧାଇ, ଲଣ୍ଡା କଲେ ଗ୍ରାମବାସୀ
ଜଗତସିଂହପୁର: ଗାଁରେ କଙ୍ଗାରୁ କୋର୍ଟ । ଆଇନକୁ ହାତକୁ ନେଲେ ଲୋକେ । ଛେଳି ଚୋର ସନ୍ଦେହରେ ନିସ୍ତୁକ ପିଟିଲେ । ଜୋତାମାଳ ପିନ୍ଧାଇ, ଲଣ୍ଡା କରି ଗାଁ ଦାଣ୍ଡରେ ଚଲାଇଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।ଛେଳି ଚୋର ସନ୍ଦେହରେ ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ଦୁଇ ଜଣ…