କଙ୍ଗାରୁକୋର୍ଟରେ ଯୁବକଙ୍କୁ ନିସ୍ତୁକ ପିଟିଲେ ସରପଞ୍ଚଙ୍କ ସମର୍ଥକ, ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ବାଲେଶ୍ଵର(କେନ୍ୟୁଜ୍): କଙ୍ଗାରୁକୋର୍ଟରେ ଯୁବକଙ୍କୁ ନିସ୍ତୁକ ପିଟିଲେ ସରପଞ୍ଚଙ୍କ ସମର୍ଥକ । ଗୁରୁତର ଭାବେ ଚିକିତ୍ସାଧୀନ ଅବସ୍ଥାରେ ବାଲେଶ୍ଵର ମେଡିକାଲରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ି ପଞ୍ଚାୟତର ଟୁନା ଦଳେଇ ।
ଗତକାଲି ଟୁନା ଏକ…