ଅମାନୁଷିକତା : ବାଲେଶ୍ୱର ବାଲିଆପାଳ ଚୌମୁଖ ଗାଁରେ କଙ୍ଗାରୁ କୋର୍ଟ, ଯୁବକଙ୍କ ଗୁପ୍ତାଙ୍ଗରେ ଝୁଲାଇ ଦେଲେ ପଥର
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଚୌମୁଖ ଗାଁରେ କଙ୍ଗାରୁ କୋର୍ଟ । ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ଗୁପ୍ତାଙ୍ଗରେ ଝୁଲାଇ ଦେଲେ ପଥର ।
ଘରେ କେହି ପୁରୁଷ ଲୋକ ନଥିବା ବେଳେ ଯୁବକ ଜଣଙ୍କ ଗାଁର ଜଣଙ୍କ ଘର ଭିତରକୁ ଚାଲିଯାଇଥିଲେ । ଗାଁଲୋକେ ଏହା ଜାଣିପାରିବା ପରେ…