ଅପହରଣ ଅଭିଯୋଗରେ ଗାଁରେ ବସିଲା କଙ୍ଗାରୁ କୋର୍ଟ, ଜଣେ ଯୁବକ ଓ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ…
କରଞ୍ଜିଆ (କେନ୍ୟୁଜ): ଅପହରଣ ଅଭିଯୋଗରେ ଗାଁରେ ବସିଲା କଙ୍ଗାରୁ କୋର୍ଟ । ଜଣେ ଯୁବକ ଓ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାଟପଳସା ଗାଁରେ ଏଭଳି କଙ୍ଗାରୁ କୋର୍ଟ ବସିଥିବା ଅଭିଯୋଗ…