Browsing Tag

kangaru court

ଗାଁରେ କଙ୍ଗାରୁ କୋର୍ଟ,ବୃଦ୍ଧଙ୍କ ବେକରେ ଚପଲ ମାଳ ପକାଇ ରାସ୍ତାରେ ଚଲାଇଲେ

ବଲାଙ୍ଗିର: ଗାଁରେ କଙ୍ଗାରୁ କୋର୍ଟ । ଜଣେ ବରିଷ୍ଠ ନାଗରିକଙ୍କୁ ବାନ୍ଧି, ଗାଁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ । ତାଙ୍କ ହାତ ବାନ୍ଧି ବେକରେ ଚପଲ ମାଳ ପକାଇ ଚଲାଇ ଚଲାଇ ନେଇଛନ୍ତି। ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ବ୍ରହ୍ମଣୀ ଡୁଙ୍ଗିରି ଗାଁରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ,…