Browsing Tag

kanhaiya kumar

ସେପ୍ଟେମ୍ବର ୨୮ରେ କଂଗ୍ରେସରେ ଯୋଗ ଦେବେ କହ୍ନେୟା କୁମାର, ଅନେକ ଥର ଭେଟିଲେଣି ରାହୁଲ ଗାନ୍ଧୀଙ୍କୁ

କଂଗ୍ରେସରେ ସାମିଲ ହେବେ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବଛାତ୍ର ସଂଘର ଅଧ୍ୟକ୍ଷ କହ୍ନେୟା କୁମାର। ଆସନ୍ତା ସେପ୍ଟେମ୍ବର ୨୮ରେ ସେ ହାତର ହାତ ଧରିବେ। ରିପୋର୍ଟ ମୁତାବକ, ଗତ କିଛି ଦିନ ହେବ କହ୍ନେୟା କୁମାର କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରୁଛନ୍ତି।…

କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲୁ କରିବା ପାଇଁ ଅନୁମତି ମିଳିବାପରେ ସରଗରମ ରାଜନୀତି

ଦିଲ୍ଲୀ: ଜେଏନ୍‌ୟୁର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲୁ କରିବା ପାଇଁ ଦିଲ୍ଲୀ ସରକାର ଅନୁମତି ଦେବା ପରେ ସରଗରମ ହୋଇଛି ରାଜନୀତି । ନିଜେ କହ୍ନେୟା କୁମାର କହଛନ୍ତି, ଏହାକୁ ସେ ସ୍ୱାଗତ କରୁଛନ୍ତି । କିନ୍ତୁ ଫାଷ୍ଟ ଟ୍ରାକ କୋର୍ଟରେ ଏହି ମାମଲାରୁ ଶୁଣାଣି…