Browsing Tag

kanika kapoor

ଛାଡପତ୍ର ହେବାର ୧୦ ବର୍ଷରେ ଦ୍ୱିତୀୟ ବିବାହ କଲେ କନିକା, ଲଣ୍ଡନରେ ହିନ୍ଦୁ ରୀତିନୀତିରେ ହେଲା ବାହାଘର

ବଲିଉଡର ଗାୟିକା କନିକା କପୁର ବ୍ୟବସାୟୀ ଗୌତମଙ୍କୁ ବିବାହ କରିଛନ୍ତି। ଗତକିଛି ଦିନ ହେଲାଣି ଦୁହିଁଙ୍କର ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଏବେ ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଫଟୋରେ କନିକା ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି, ଯାହାକୁ ଦେଖି ଫ୍ୟାନ୍ସ…

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବେବି ଡଲ୍‌ କନିକା, ଭାଇରଲ ହେଉଛି ମେହେନ୍ଦୀ ଫଟୋ

ବଲିଉଡରେ ଏବେ ଚାଲିଛି ବିବାହ ଋତୁ। ବଲିଉଡ୍ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଏବେ ଶୁଣିବାକୁ ମିଳୁଛି। ଏବେ ବଲିଉଡ ଇଣ୍ଡଷ୍ଟ୍ରୀ ଲୋକପ୍ରିୟ ଗାୟିକା କନିକା କପୁର ମଧ୍ୟ ବିବାହ ବନ୍ଧନରେ ଆଜି ଆବଦ୍ଧ ହେବେ। ନିକଟରେ ତାଙ୍କର ବିବାହର ପ୍ରିୱେଡିଂର ସମସ୍ତ…

୪୩ ବର୍ଷ ବୟସରେ କନିକା କପୁର ସାଜିବେ କନିଆ, NRI ଙ୍କ ସହିତ ପଡିବ ହାତଗଣ୍ଠି

ନିଜର ଦମଦାର ଗୀତ ଯୋଗୁଁ ଫ୍ୟାନ୍ସଙ୍କ ହୃଦୟରେ ରାଜ କରନ୍ତି କନିକା କପୁର। ଏବେ ଆଉ କାହା ହୃଦୟରେ ରାଜ୍‌ କରିବାକୁ ଯାଉଛନ୍ତି। ବଲିଉଡ ଗାୟିକା କନିକା କପୁର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୪୩ ବର୍ଷ ବୟସରେ କନିକାଙ୍କ କନିଆ ସାଜିବାକୁ ସଜେଇ ହେଉଛନ୍ତି କନିକା। ମଇ ମାସରେ ଜଣେ…

ପ୍ରେମରେ ଉବୁଟୁବୁ ସାରା ତେନ୍ଦୁଲକର! କାହା ସହିତ ଯାଇଥିଲେ ଡେଟ୍‌ ନାଇଟ୍‌ରେ? ଇନ୍‌ଷ୍ଟାଗ୍ରାମ ପୋଷ୍ଟରୁ ହୋଇଗଲା ସବୁ…

କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମହାନ କ୍ରିକେଟର ସଚିନ ତେନ୍ଦୁଲକର ଆଜି ମଧ୍ୟ କୋଟି କୋଟି ହୃଦୟରେ ରାଜ୍‌ କରୁଛନ୍ତି। ସଚିନଙ୍କ ଭଳି ତାଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ବି ଲୋକେ ବେଶ୍‌ ପସନ୍ଦ କରି ଥାଆନ୍ତି। ସାରା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହି ଥାଆନ୍ତି ଏବଂ ସବୁବେଳେ ପ୍ରାୟତଃ…

କରୋନା ସଂକ୍ରମିତଙ୍କୁ ନିଜ ପ୍ଲାଜମା ଦେବେ ବଲିଉଡ ଗାୟିକା କନିକା କପୁର

ବଲିଉଡ ସିଙ୍ଗର କନିକା କପୁର କରୋନାକୁ ମାତ ଦେବାରେ ସକ୍ଷମ ହୋଇଛନ୍ତି। ଦୀର୍ଘ ଦିନ କରୋନା ସହ ମୁକାବିଲା କରିବା ପରେ ସେ ଏବେ ସଂପୂର୍ଣ୍ଣ ସୁସ୍ଥ। ଆଉ ଏବେ ସେ କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ବଡ ପଦକ୍ଷେପ ଉଠାଇଛନ୍ତି। କନିକା କରୋନା ରୋଗୀଙ୍କୁ ନିଜ ପ୍ଲାଜମା ଡୋନେଟ…

କନିକା କପୁରଙ୍କ ଘର କାନ୍ଥରେ ନୋଟିସ ଲଗାଇଲା ପୋଲିସ, 30 ଏପ୍ରିଲରେ ପଚରାଉଚରା ପାଇଁ ଥାନାକୁ ଡାକିଲା

କରୋନା ଭାଇରସ କବଳରୁ ମୁକ୍ତ ହୋଇ ଏବଂ ହସ୍ପିଟାଲରୁ ଡିସଚାର୍ଜ ହୋଇ ବି ବଲିଉଡ ସିଙ୍ଗର କନିକା କପୁରଙ୍କ ସମସ୍ୟା ସରିନାହିଁ। ଏବେ ଲଖନଉ ପୋଲିସ କନିକାଙ୍କ ଘରେ ପହଞ୍ଚିଛି। ଦାୟିତ୍ବହୀନତା ଏବଂ ଅବହେଳାକୁ ନେଇ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ସମ୍ବନ୍ଧରେ ତାଙ୍କୁ ଏକ ନୋଟିସ ଜାରି…

କନିକା କପୁରଙ୍କ ପାଇଁ ଅଡୁଆ ବଢ଼ିଲା, ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବି ବିଭିନ୍ନ ମାମଲାରେ ଫସିଛନ୍ତି

ଲମ୍ବା ସମୟ ଧରି କୋଭିଡ-୧୯ ସହ ଲଢ଼ିବା ପରେ ଦୁଇ ଦିନ ପୂର୍ବରୁ ଅର୍ଥାତ ସୋମବାର ବଲିଉଡ ସିଙ୍ଗର କନିକା କପୁରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ଏବେ ହସ୍ପିଟାଲରୁ ଛୁଟି ମିଳିବା ପରେ ବି ତାଙ୍କୁ ଲଗାତାର ଅସୁବିଧାର ସାମ୍ନା କରିବାକୁ ପଡୁଛି। କୁହାଯାଉଛି, ପୋଲିସ ଏବେ…

କଡ଼ାସୁରକ୍ଷାରେ ରହି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ଏସବୁ ସେଲିବ୍ରିଟି, ଦେଖନ୍ତୁ ଏବେ କେମିତି ଅଛନ୍ତି…

କରୋନା ଭାଇରସର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳୁଛି। ପ୍ରାୟ ୨୦୦ରୁ ଅଧିକ ଦେଶକୁ ନିଜ କବ୍ଜାକୁ ନେଇ ସାରିଲାଣି କୋଭିଡ-୧୯। ରିପୋର୍ଟ ମୁତାବକ ମହିଳାଙ୍କ ତୁଳନାରେ ଏବେ ସାରା ବିଶ୍ୱରେ ଅଧିକାଂଶ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଧନୀ ଗରିବ କାହାକୁ ବି ଏ ରୋଗ ଛାଡ଼ୁନି।…

ପାଞ୍ଚଥର ନେଗେଟିଭ୍‌ ପରେ ଶେଷରେ ସୁସ୍ଥ ହୋଇ ମେଡିକାଲରୁ ମୁକ୍ତି ପାଇଲେ ସିଙ୍ଗର କନିକା କପୁର

ମୁମ୍ବାଇ : ମେଡିକାଲରୁ ଡିସ୍‌ଚାର୍ଜ ହେଲେ ବଲିଉଡ୍‌ ସିଙ୍ଗର କନିକା କପୁର । ତାଙ୍କ ଷଷ୍ଠ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି । କନିକାଙ୍କ ଲଗାତାର ୫ଟି କରୋନା ଟେଷ୍ଟ ରିପୋର୍ଟ ପଜେଟିଭ୍‌ ଆସିଥିଲା । ସେ ଏବେ ମେଡିକାଲରୁ ଫେରିବା ପରେ ତାଙ୍କ…

ବଲିଉଡ଼ ସିଙ୍ଗର କନିକା କାପୁରଙ୍କ କରୋନା ରିପୋର୍ଟ ନେଗେଟିଭ, ଘରକୁ ଯିବା ପାଇଁ ମିଳିନି ଅନୁମତି

ବଲିଉଡ଼ ଗାୟିକା କନିକା କାପୁରଙ୍କ ପାଇଁ ଏକ ଖୁସି ଖବର । ଏଯାବତ ତାଙ୍କର ସମସ୍ତ କରୋନା ରିପୋର୍ଟ ପଜିଟିଭ ଆସୁଥିବା ବେଳେ ପ୍ରଥମ ଥର ପାଇଁ ତାଙ୍କ ରିପୋର୍ଟ ନେଗେଟିଭ୍ ଅସିଛି । ଅବଶ୍ୟ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିନାହିଁ । ତାଙ୍କୁ ଆହୁରି କିଛି…

ହସ୍ପିଟାଲ ଉପରେ ଓଲଟା ପ୍ରଶ୍ନ ଉଠାଇଲେ କନିକା କପୁରଙ୍କ ପରିବାର, ମେଡିକାଲ ରିପୋର୍ଟକୁ ନେଇ କହିଲେ ଏମିତି

ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକ ଏହି ଖବରକୁ ମିଛ ବୋଲି କହିଛନ୍ତି। କେବଳ ଏତିକି ନୁହେଁ ପରିବାର ତରଫରୁ ମେଡ଼ିକାଲ ରିପୋର୍ଟକୁ ମଧ୍ୟ ଭୁଲ ବୋଲି କୁହାଯାଉଛି। ତାଙ୍କ ପରିବାରର ଜଣେ ସଦସ୍ୟ ନିଜ ନାଁକୁ ଗୋପନ ରଖିବା ସର୍ତ୍ତରେ…

କନିକା କପୁର କରୋନା ସଂକ୍ରମିତ ଜଣା ପଡିବା ପରେ ଚର୍ଚ୍ଚାକୁ ଆସିଲେ ଏହି ଗାୟିକା, ଜାଣନ୍ତୁ କାହିଁକି

ଶୁକ୍ରବାର ଗାୟିକା କନିକା କପୁର କରୋନା ସଂକ୍ରମିତ ବା କୋଭିଡ଼ -୧୯ରେ ସଂକ୍ରମିତ ନେଇ ଖବର ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଯେମିତି ହଇଚଇ ଖେଳି ଯାଇଛି । ଗୋଟେ ପଟେ ଗ୍ରାଉଣ୍ଡ ଜିରୋରେ କନିକାଙ୍କ ବିରୋଧରେ ଏଫଆଇଆର ଦର୍ଜ ହୋଇଥିବା ବେଳେ ଅନ୍ୟ ପଟେ ତାଙ୍କୁ ନେଇ…