Google ‘କନ୍ନଡ଼’କୁ ଭାରତର ସବୁଠାରୁ କଦର୍ଯ୍ୟ ଭାଷା ବୋଲି କହିଲା, ସୋସିଆଲ ମିଡିଆରେ ତାତିଲେ ଲୋକେ,…
ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ମାମଲାକୁ ନେଇ ମାହୋଲ ସରଗରମ ରହିଥାଏ। ଆଉ ଏବେ କନ୍ନଡ଼ ଭାଷାକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ଆପଣ ଭାବୁଥିବେ, ଏମିତି କ'ଣ ହୋଇଛି, ଯେଉଁଥିପାଇଁ କନ୍ନଡ଼ ଭାଷାକୁ ନେଇ ବିଭିନ୍ନ ଯୁକ୍ତି ବଢ଼ା ଯାଉଛି। ତେବେ ପ୍ରକୃତ କଥା ହେଉଛି, ଗୁଗଲ…