ଶାଶୁ ମଥାରେ ସିନ୍ଦୂର ଭରିଲା ଜ୍ବାଇଁ, କୋର୍ଟରେ କଲେ ବିବାହ
କାନପୁର : ଉତ୍ତରପ୍ରଦେଶ କାନପୁରରେ ଜ୍ବାଇଁ-ଶାଶୁଙ୍କ ଯୋଡି ଚର୍ଚ୍ଚାର ବିଷୟ ପାଲଟିଛି । ଶାଶୁ ଜ୍ବାଇଁ ସଂପର୍କରେ କଳଙ୍କର ଦାଗ । ଶାଶୁ ମଥାରେ ସିନ୍ଦୂର ଦେଇଛି ଜ୍ବାଇଁ । କୋର୍ଟରେ କରିଛନ୍ତି ବିବାହ ଜ୍ବାଇଁ ଏବଂ ଶାଶୁ । ଯେଉଁ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି ।…