Browsing Tag

kansa maharaj

ଧନୁଯାତ୍ରା କାରଣରୁ ବେଶ ପ୍ରସିଦ୍ଧ ଅରିଗାଁ, ଯାତ୍ରାକୁ ବଞ୍ଚାଇ ରଖିବା ପାଇଁ ଚାଲିଛି ଚେଷ୍ଟା

ଦୀର୍ଘ ୧୧ ଦିନ ଧରି ପାଳିତ ହେଉଥିବା ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ଥିତ ଅରିଗାଁ ୨୦ ତମ ଆଞ୍ଚଳିକ ଧନୁଯାତ୍ରା ଉଦଯାପିତ ହୋଇଯାଇଛି । ଆଧ୍ୟାତ୍ମିକ ପରିବେଶ ସହ ପୂର୍ବ ପରମ୍ପରା ରୀତିନୀତି ଅନୁସାରେ କୃଷ୍ଣ ବଳରାମଙ୍କ ସମସ୍ତ ଲୀଳା ଖେଳ ସହ କଂସ ମହାରାଜାଙ୍କ ବଧ ପର୍ୟ୍ୟନ୍ତ ସମସ୍ତ…

ସରିଲା କଂସ ଚୟନ ପାଇଁ ଅଡିସନ, ମହାରାଜ କଂସ ଭୂମିକାରେ ଚୟନ ହେଲେ ଭୁବନେଶ୍ବର ପ୍ରଧାନ

ବରଗଡ଼ : ସରିଲା କଂସ ଚୟନ ପାଇଁ ଅଡିସନ । ମହାରାଜ କଂସ ଭୂମିକାରେ ଚୟନ ହେଲେ ଭୁବନେଶ୍ବର ପ୍ରଧାନ ।  ଭୁବନେଶ୍ବର ପ୍ରଧାନ , ଆତ୍ରର୍ତ୍ତାଣ ସୁନାନୀ , ସୁଶିଲ ମେହେର ଏବଂ ଜଗଦାନନ୍ଦ ମିଶ୍ରଙ୍କ ମଧ୍ୟରେ ହୋଇଥିଲା ପ୍ରତିଦ୍ବନ୍ଦିତା । ବିଚାରକ ଭାବେ ଝାରସୁଗୁଡ଼ା ଜିଲ୍ଲାର ସନ୍ଦିପ ଆଚାର୍ଯ୍ୟ ,…

କଂସ ମହାରାଜଙ୍କ ରାଜୁତିରେ ପ୍ରକମ୍ପିତ ତ୍ରୀବଣପୁର, ଜମୁଛି ମା’ଧନଦାତ୍ରୀଙ୍କ ପୂଜା

ରେଢାଖୋଲ: ଚାଲିଛି ମା' ଗଜଲଷ୍ମୀଙ୍କ ପୂଜା । କୁମାର ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇଥିବା ଏହି ପୂଜା ନୀତିକାନ୍ତିରେ ଚାଲିଛି । ଆଉ ସେପଟେ କଂସ ମହାରାଜଙ୍କ ରାଜୁତିରେ ପ୍ରକମ୍ପିତ ହେଉଛି ତ୍ରୀବଣପୁର ହାଇସ୍କୁଲ ପଡିଆ । ଦେଖିବା ପାଇଁ ପ୍ରତିଦିନ ଜମୁଛି ବହୁ ଦର୍ଶକଙ୍କ ଭିଡ଼ । ରେଢାଖୋଲ…

କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇଙ୍କ ନାମରେ ସାଂଘାତିକ ଅଭିଯୋଗ

ବରଗଡ଼ : ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ଙ୍କ ନାମରେ ସାଂଘାତିକ ଅଭିଯୋଗ । ପେଶାରେ ମହାପ୍ରୟାଣ ଗାଡି ଡ୍ରାଇଭର ଭାବେ କାମ କରୁଥିବା ହୃଷିକେଶଙ୍କ ବିରୋଧରେ ବରଗଡ଼ ସିଡିଏମଓ ନିରୁପମ ଷଡ଼ଙ୍ଗୀଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟା…

ପରଲୋକରେ ପୂର୍ବତନ କଂସ ମହାରାଜା, ୨୩ ବର୍ଷ ଧରି ଧନୁଯାତ୍ରାରେ ଅଭିନୟ କରିଥିଲେ

ବରଗଡ଼ : ଆରପାରିରେ ପୂର୍ବତନ କଂସ ମହାରାଜା। ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।   କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି…

ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ

ପୁରୀ : ପୁରୀରେ କଂସ ମହାରାଜ । ପାପମୋଚନ ପାଇଁ ପୁରୀ ମହୋଦଧିରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଂସ କଳାକାର ହୃଷୀକେଶ ଭୋଇ । ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏଗାର ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର…