Browsing Tag

kantabanjhi murder

ସ୍ୱାମୀ ସାଜିଲା ପିଶାଚ: ପାରିବାରିକ କଳହକୁ କେନ୍ଦ୍ର କରି ନିଜ ସ୍ତ୍ରୀକୁ କଲା ହତ୍ୟା

କଣ୍ଟାବାଞ୍ଝି: ପାରିବାରିକ କଳହ ଯୋଗୁ ନିଜ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ । ଏଭଳି ଏକ ଅଭିଯୋଗ ଆସିଛି ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରୁ । ବଙ୍ଗୋମୁଣ୍ଡା ପୋଲିସ ଘଟଣାର ଖବର ପାଇଁ ଶବ ଜବତ କରିବା ସହ ହତ୍ୟାକାରି ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ବଙ୍ଗୋମୁଣ୍ଡା…