Browsing Tag

kantabanji

ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ, ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ

କଣ୍ଟାବାଞ୍ଜି: ଅନ୍ ଲାଇନ ବେଟିଂ ଗେମ୍ ଖେଳି ୫ ଗିରଫ ।  ୫ ଅଭିଯୁକ୍ତଙ୍କୁ ଗିରଫ କଲା କଣ୍ଟାବାଞ୍ଜି ପୋଲିସ । ସେମାନଙ୍କ ନିକଟରୁ ୧୮ଟି ମୋବାଇଲ, ୩ ଲାପଟପ ସହ ଅନେକ ସାମଗ୍ରୀ ଜବତ ହୋଇଛି।  ଗିରଫଙ୍କ ମଧ୍ୟରୁ ୩ ଜଣ ରାଜ୍ୟ ବାହାରର ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି…

ଦୃଷ୍ଟି ଶକ୍ତି ଫେରି ପାଇଲେ ନର୍ସ ହୋଇ ଲୋକଙ୍କ ସେବା କରିବେ, ପ୍ରଶାସନଙ୍କ ସାହାଯ୍ୟକୁ ଅପେକ୍ଷା

କଣ୍ଟାବାଞ୍ଜି: ଆଖିରେ ଆଖିଏ ସ୍ବପ୍ନ । ପାଠ ପଢ଼ିବି । ବଡ଼ ଚାକିରି କରିବି । ହେଲେ ସେ ସ୍ବପ୍ନ ଆଜି ସ୍ବପ୍ନରେ ରହିଗଲା । ପ୍ରଥମେ ଭଗବାନ ବାପା, ମା ଛେଉଣ୍ଡ କଲା । ତା ପରେ ଏବେ ଆଖି ଦୁଇଟିକୁ ବି ନେଇଗଲା । ଏବେ ଅନ୍ଧାରରେ ସୁହାନାଙ୍କ ଜୀବନ । ଏତେ କମ୍ ବୟସରେ ତାଙ୍କ ଆଖିର ଶକ୍ତି ଚାଲି…

ସ୍ପଷ୍ଟ ଦିବାଲୋକରେ ଲୁଟ, ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୭ ଲକ୍ଷ ୩୦ ହଜାର ଟଙ୍କା

କଣ୍ଟାବାଞ୍ଜି : ସ୍ପଷ୍ଟ ଦିବାଲୋକରେ ଲୁଟ , ମାରଣାସ୍ତ୍ର ଦେଖାଇ ନେଇଗଲେ ଟଙ୍କା ଭର୍ତ୍ତି ବ୍ୟାଗ । ଦିନ ଦ୍ବିପହରରେ ଲୁଟିନେଲେ ୭ ଲକ୍ଷ ୩୦ ହଜାର। ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରୁ ଲୁଟ୍ ହୋଇଛି । ପଟାମରା ଗାଁର ଲଳିତ ଗହୀର ଓ ତାଙ୍କ ଭଉଣୀଙ୍କ ନିକଟରୁ ଲୁଟ୍ ହୋଇଛି । ଲଳିତ ଓ…

ବସ ଧକ୍କାରେ ବାଇକ ଚାଳକ ମୃତ, ପୋଲିସର ତଦନ୍ତ ଜାରି

କଣ୍ଟାବାଞ୍ଜି : ବସ ଧକ୍କାରେ ବାଇକ ଚାଳକ ମୃତ ।  କଣ୍ଟାବାଞ୍ଜି ପାଟଣାଗଡ଼ ମୁଖ୍ୟ ରାସ୍ତା ପୋଢ଼ଛାପର ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ପୋଢ଼ଛାପର ଗାଁ ର ନିବାସ ଧରୁଆ ନିବାସ ।  ବାଇକ ଯୋଗେ ନିଜଗାଁରୁ ବେଲପଡା ଯାଉଥିବା ବେଳେ କଣ୍ଟାବାଞ୍ଜି ପଟୁ ଆସୁଥିବା ମା ମଙ୍ଗଳା ବସ ସହ ହୋଇଥିଲା…

କେନାଲ ପାଇପ୍ ଭିତରେ ମିଳିଲା ଜ୍ବାଇଁଙ୍କ ମୃତଦେହ, ଉଦ୍ଧାର କଲା ଅଗ୍ନିଶମ ବିଭାଗ

କଣ୍ଟାବାଞ୍ଜି : ଶ୍ୱଶୁର ଘରେ ଜ୍ୱାଇଁ ମୃତ, କେନାଲ ପାଇପରେ ଗାଧୋଇଥିବା ବେଳେ ପଶିଗଲେ ଯୁବକ ।  ମୁରିବାହାଲ ଥାନା ପତ୍ରାପାଲି - ଅଇଁଲାଭଟା ଯିବା କେନାଲ ପାଇପରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ମୃତକ ଜାମକାନି ଗାଁ ର ମନ ମାଝୀ ବୋଲି ଜଣାପଡିଛି ।  ଅଇଲାଭଟା ଗାଁ ଶ୍ବଶୁର ଘରକୁ କୌଣସି କାମରେ…

ଟ୍ରେନରୁ ଲୋକ ପାଇଲଟ ନିଖୋଜ, କାରଣ ଅସ୍ପଷ୍ଟ

ଟିଟିଲାଗ: ଲୋକ ପାଇଲଟ ନିଖୋଜ । ଟ୍ରେନରୁ ନିଖୋଜ ହୋଇଯାଇଛନ୍ତି ଲୋକୋ ପାଇଲଟ୍ ରଙ୍ଗ ବହାଦୁର ସିଂ । ଟିଟିଲାଗଡ଼ରୁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ବିଶାଖାପାଟନମ ଦୁର୍ଗ ଏକ୍ସପ୍ରେସରେ ଯାଉଥିବା ସମୟରେ ବାଟରେ ନିଖୋଜ ହୋଇଯାଇଛନ୍ତି । କଣ୍ଟାବାଞ୍ଜିରେ ଡ୍ୟୁଟି ରେ ଯୋଗ ନଦେବାରୁ ଟିଟିଲାଗଡ଼ RPFରେ…

ଟ୍ରାକ୍ଟର ଧକ୍କାରେ ନାବାଳକ ମୃତ, ଘଟଣା ସ୍ଥଳରେ ଉତ୍ତେଜନା

କଣ୍ଟାବାଞ୍ଜି : ମୁରିବାହାଲ ଥାନା ପତ୍ରାପାଲି ପଞ୍ଚାୟତର ଲେରପଡା ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ବାଳକ ର ମୃତ୍ୟୁ ଘଟିଛି । ପତ୍ରାପାଲି ପଞ୍ଚାୟତ ଖପାଦର ଗ୍ରାମର ସଂଜୀବ ପୁଟେଲଙ୍କ ପୁଅ ହେଉଛନ୍ତି ପିତାମ୍ବର ପୁଟେଲ । ବୟସ ତେର ବର୍ଷ । ସେ ଜାମୁଟ ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯୋଗ…

ଭିନ୍ନକ୍ଷମ ବେସାହାରାଙ୍କ ସାହାରା ପାଲଟିଛନ୍ତି ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବିନା ସ୍ୱାର୍ଥରେ…

କଣ୍ଟାବାଞ୍ଜି (କେନ୍ୟୁଜ) : କିଏ କହିଲା ଯାହାର କେହି ନାହିଁ ତାର ସାହା ନାହିଁ ବୋଲି । ଆଜି ବି ଏ ଦୁନିଆରେ କିଛି କଣଙ୍କ ହୃଦୟରେ ମାନବିକତା ବଞ୍ଚି ରହିଛି । ନହେଲେ ଏ ଅଚିହ୍ନା ଲୋକର ଶବ ସତ୍କାର ପାଇଁ ଏତେ ଜଣ ଚାଲି ଆସିନଥାନ୍ତେ । ଦେଖୁନାହାଁନ୍ତି କେମିତି ଧଳା କପଡା ଫୁଲମାଳ ପକାଇ ହାତ…

କପଡା ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଲୁଟ୍‌, ରାତି ଅଧରେ ନେଇଗଲେ ୯ ଭରି ସୁନା ଓ ୩ ଲକ୍ଷ ଟଙ୍କା

ପାଟଣାଗଡ଼: କେମିକାଲ ସ୍ପ୍ରେ ମାରି ଲୁଟିନେଲେ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ସାଲେପାଲି ଗ୍ରାମପଞ୍ଚାୟତ ରହେନମାଲ ଗ୍ରାମର କପଡା ବ୍ୟବସାୟୀ କ୍ଷୀରସିନ୍ଧୁ ମେହେରଙ୍କ ଘରେ ହୋଇଛି ଲୁଟ । ଗତକାଲି ରାତିରେ କ୍ଷୀରସିନ୍ଧୁ ନିଜ ପରିବାର ସହିତ ଶୋଇଥିବା ବେଳେ କେମିକାଲ ସ୍ପ୍ରେ ମାରି ପ୍ରାୟ…

ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

କଣ୍ଟାବାଞ୍ଜି : ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ । କ୍ଷତିପୂରଣ ଦାବିରେ ରାସ୍ତାରୋକ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି-(ଖ) ଗାଁ ନିକଟରେ ଘଟିଛି ଦୁର୍ଘଟଣା । ସକାଳୁ ସ୍ୱାମୀ-ସ୍ତ୍ରୀ ନିକଟରେ ଚାଷ ଜମିକୁ କାମ କରିବାକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ।…

ଆରପାରିକୁ ଚାଲିଗଲେ ବାପା ମାଆ, ଏକୁଟିଆ ରହି ପାଞ୍ଚ ଜଣ ଭାଇ ଭଉଣୀ ଏବେ ବେସାହାରା

କଣ୍ଟାବାଞ୍ଜି (କେନ୍ୟୁଜ) : ଆରପାରିକୁ ଚାଲିଗଲେ ବାପା ମାଆ । ଏକୁଟିଆ ରହିଗଲେ ପାଞ୍ଚ ଜଣ ଭାଇ ଭଉଣୀ । ପାଠ ପଢ଼ିବା ବାପା ମାଆଙ୍କ ଛତ୍ରଛାୟା ତଳେ ରହିବା ବୟସରେ ଏମାନେ ଏବେ ବେସାହାରା । ଦାଦନ ଗଡରେ ଜନ୍ମ । ତଥାପି ଭଲ ପାଠ ପଢି ବଡ ମଣିଷ ହୋଇ ନିଜ ଗାଁ’ର ନାଁ ରଖିବାକୁ ସ୍ୱପ୍ନ ଦେଖିଥିଲେ ।…

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ସାଲେବରଟ ଗାଁର ସ୍ୱାଦ ରଣା । ମୃତ ସ୍ୱାଦଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି । ସ୍ୱାଦଙ୍କ ସଂପର୍କୀୟ ଭାଇ ମାନେ…