ପୁଅ ବୋହୂଙ୍କ ଏଭଳି କାଣ୍ଡ, ବାପାକୁ ଖୁଣ୍ଟରେ ବାନ୍ଧି ପିଟି ପିଟି ମାରି ଦେଲେ
କୋରାପୁଟ (କେନ୍ୟୁଜ୍) : ବୁଢ଼ା ବାପାକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଖୁବ୍ ପିଟିଲେ ପୁଅ ବୋହୂ । ତାଙ୍କ ମାଡ଼ରେ ଚାଲିଗଲା ବୃଦ୍ଧଙ୍କ ଜୀବନ ।
ଏଭଳି ଏକ ଅମାନବୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ । କେବଳ ପୁଅ ନୁହେଁ ପୁଅ ସହ ବୋହୁ ମଧ୍ୟ ସାଥ ଦେଇ ବୃଦ୍ଧଙ୍କୁ ଠେଙ୍ଗାରେ…