Browsing Tag

kapil dev

ଲାଲ୍‌ ସଲାମର ଟ୍ରେଲର ଆଉଟ୍‌: ଜବରଦସ୍ତ ଆକ୍ସନ ସିନରେ ନଜର ଆସିଲେ ରଜନୀକାନ୍ତ, ଫିଲ୍ମରେ କେମିଓ କରିବେ କପିଳ ଦେବ

ରଜକୀକାନ୍ତ, ବିକ୍ରାନ୍ତ ଏବଂ ବିଷ୍ଣୁ ବିଶାଲଙ୍କ ଅପକମିଂ ଫିଲ୍ମ ‘ଲାଲ ସଲାମ’ ର ଟ୍ରେଲର ଲଞ୍ଚ ହୋଇଛି । ଫିଲ୍ମକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା । ଫିଲ୍ମକୁ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ନିର୍ଦ୍ଦେଶନ ଦେଇଛନ୍ତି । ଫିଲ୍ମ ଏକ ସ୍ପୋର୍ଟ ଡ୍ରାମା ଫିଲ୍ମ । ଏଥିରେ…

କପିଳ ଦେବଙ୍କ ଟିପ୍ପଣୀକୁ ନେଇ ଜବାବ ରଖିଲେ ରବିନ୍ଦ୍ର ଜାଡେଜା: ସମସ୍ତେ ନିଜର ମନ୍ତବ୍ୟ ଦେଇପାରିବେ, କିନ୍ତୁ ଟିମରେ…

ଭାରତୀୟ ଖେଳାଳିଙ୍କୁ ନେଇ କପିଳ ଦେବ ଦେଇଥିବା ଟିପ୍ପଣୀକୁ ନେଇ ଜବାବ ଦେଇଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ସେ କପିଳଙ୍କ ସମାଲୋଚନାକୁ ଖଣ୍ଡନ କରିବା ସହିତ ସମସ୍ତ ଖେଳାଳି ବହୁତ ପରିଶ୍ରମ କରୁଛନ୍ତି ବୋଲି କହିଛନ୍ତି । କୌଣସି ଖେଳାଳି ଅହଂକାର ନେଇ…

ଏବେକାର କ୍ରିକେଟରଙ୍କ ଉପରେ କପିଳ ଦେବ ରାଗିଲେ କାହିଁକି ? ପଢ଼ିଲେ ଜାଣିବେ କଣ କହିଲେ ଏହି କିମ୍ବଦନ୍ତୀ ଖେଳାଳି

ଭାରତକୁ ସର୍ବପ୍ରଥମ କ୍ରିକେଟ୍‌ ବିଶ୍ୱକପ୍‌ ଦେଇଥିବା ଅଧିନାୟକ କପିଳ ଦେବ ବର୍ତ୍ତମାନର କ୍ରିକେଟରଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି ଏବେକାର ଖେଳାଳି ବହୁତ ଅଧିକ ଅର୍ଥ ଉପାର୍ଜନ କରୁଥିବାରୁ ସେମାନଙ୍କ ଭିତରେ ଗର୍ବ ଅହଙ୍କାର ବଢ଼ି ଯାଇଛି । ସେମାନେ ଭାବୁଛନ୍ତି ଖେଳର…

୪୦ ବର୍ଷ ପୂର୍ବେ ଆଜିର ଦିନରେ ଆଇସିସିର ପ୍ରଥମ ବିଶ୍ବକପ୍‌ ଟାଇଟଲ ଜିତିଥିଲା ଭାରତ

ଭାରତୀୟ କ୍ରିକେଟ ପାଇଁ ଆଜି ସବୁଠାରୁ ଖାସ୍‌ ଦିନ । ୪୦ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଟିମ୍‌ ଆଇସିସି ବିଶ୍ବକପ୍‌ ଟାଇଟଲ ଜିତିଥିଲା । ୧୯୮୩, ଜୁନ୍‌ ୨୫ ତାରିଖରେ କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ ଟିମ ଫାଇନାଲରେ ୱେଷ୍ଟଇଣ୍ଡିଜକୁ ହରାଇ ବିଶ୍ବକପ ଟାଇଟଲ ନିଜ ନାମରେ କରିଥିଲା । ବିଶ୍ବ…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ରିଷଭଙ୍କ ଉପରେ ରାଗିଗଲେ କପିଲ ଦେବ

କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ରିଷଭ ପନ୍ତ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ହେଲେ ରିଷଭଙ୍କୁ ନେଇ ରାଗି ଯାଇଛନ୍ତି କପିଲ ଦେବ । ତେବେ ରିଷଭ ଯେଉଁ ଭୁଲ୍‌ କରିଛନ୍ତି, ତା ପାଇଁ ଟିମ୍‌ କ୍ଷତି ସହୁଛି । ଆଉ ପନ୍ତଙ୍କୁ ଦେଖିବା ପରେ ତାଙ୍କୁ ଚାପୁଡା ମାରିବେ ବୋଲି କପିଲ ଦେବ…

କପିଲ ଦେବଙ୍କ ବଡ଼ ବୟାନ, ଟିମ୍‌ ଇଣ୍ଡିଆର ତିନିଟି ଫର୍ମାଟରେ ରହିବେ ଅଲଗା ଅଲଗା ଟିମ୍‌

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଲୋକପ୍ରିୟ ଖେଳାଳି କପିଲ ଦେବ ଏବେ ରୋକଠୋକ୍‌ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଭାରତ ୧୯୮୩ରେ ବିଶ୍ୱକପ ଜିତିଥିଲା । ଦିନିକିଆ ବିଶ୍ୱକପ୍‌ ୨୦୨୩ର ଆୟୋଜନ ଭାରତରେ ହେବ। ଏଥିପାଇଁ ଟିମ୍‌ ଇଣ୍ଡିଆ ସମସ୍ତ ପ୍ରସ୍ତୁତି…

କପିଲ କହିଲେ ଜାଡେଜା ଜଣେ ଭଲ ଖେଳାଳୀ, ବିନା ଚାପରେ ଖେଳନ୍ତି

ବିଶ୍ୱକପର ପୂର୍ବତନ ଅଧିନାୟକ କପିଲ ଦେବ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କୁ ପ୍ରଶଂସା କରିଛନ୍ତି । ତାଙକ୍ର କହିବା କଥା କି ଜାଡେଜା ବିନା ଚାପରେ ଖେଳନ୍ତି । ୩୩ବର୍ଷିୟ ଏହି ତାରକା ସମସ୍ତ ଫର୍ମାଟରେ ଭଲ ଖେଳନ୍ତି । ନିକଟରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏକ ଅପରାଜିତ ୧୭୫ସ୍କୋର…

କେଜରିଓ୍ଵାଲଙ୍କ ବଡ଼ ଉପହାର: ରଣବୀର ସିଂହଙ୍କ ଫିଲ୍ମ ‘୮୩’ କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ଦିଲ୍ଲୀ ସରକାର

କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍‌ ଟିମ୍‌ ୧୯୮୩ ମସିହାରେ ବିଶ୍ୱକପ୍‌କୁ ନିଜ ନାଁରେ କରିଥିଲା। ଏହି ଐତିହାସିକ ବିଜୟୀ ଉପରେ କବୀର ଖାନ୍‌ ଏକ ଫିଲ୍ମ ତିଆରି କରିଛନ୍ତି, ଯାହାର ନାଁ ରହିଛି ୮୩। ଡିସେମ୍ବର ୨୪ ତାରିଖରେ ୮୩ ପରଦାକୁ ଆସିବ। ତେବେ ଏହି ଫିଲ୍ମର ରିଲିଜ୍‌କୁ ନେଇ…

କୋହଲି-ଗାଙ୍ଗୁଲି ବିବାଦ ଭିତରେ ପଶିଲେ କପିଲ ଦେବ, ସର୍ବସାଧାରଣରେ ବିରାଟଙ୍କୁ କଲେ ଅନୁରୋଧ; କହିଲେ, ଏମିତି କର ନାହିଁ…

ବିଶ୍ୱ କପ୍‌ ଜିତେଇଥିବା ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବ, ବିରାଟ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି। ବାସ୍ତବରେ, ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଯିବା ପରେ ବୁଧବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ।…

ଆସିଗଲା ‘୮୩’ର ଟିଜର, ସେହି ଐତିହାସିକ ବିଜୟ ଦେଖିଲେ ଛଳଛଳ ହୋଇଯିବ ଆଖି; ଏହି ଦିନ ରିଲିଜ୍‌ ହେବ ଧମାକାଦାର ଟ୍ରେଲର

ଅପେକ୍ଷାର ଅନ୍ତ ଘଟିଛି। ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ର ଟିଜରକୁ ରିଲିଜ୍‌ କରି ଦିଆଯାଇଛି। ତାଙ୍କର ଏହି ଅପକମିଙ୍ଗ୍‌ ଫିଲ୍ମ ୨୪ ଡିସେମ୍ବରରେ ସିନେମାଘରେ ରିଲିଜ୍‌ ହେବ। ଫିଲ୍ମର କାହାଣୀ ୧୯୮୩ରେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଜିତିବା ଉପରେ ଆଧାରିତ ରହିଛି। ମହାନ କ୍ରିକେଟର…

କରୋନା ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଲେ ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବ

ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର କପିଲ ଦେବ ବୁଧବାର ଦିଲ୍ଲୀର ଫୋର୍ଟିସ ହସ୍ପିଟାଲରେ କରୋନା ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଇଛନ୍ତି। କପିଲ ଦେବଙ୍କ ପୂର୍ବରୁ ଟିମ୍‌ର ବର୍ତ୍ତମାନର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସନ୍ଦୀପ ପାଟିଲ ଓ ମଦନଲାଲ କରୋନାର…

କପିଳ ଦେବଙ୍କ ମୃତ୍ୟୁ ଖବର ମିଛ, ଏମିତି କଥାରେ ଭୀଷଣ ରାଗିଗଲେ କପିଳଙ୍କ ବନ୍ଧୁ ମଦନଲାଲ

ଜଣାଶୁଣା ଏବଂ ଲୋକପ୍ରିୟ ଅଲରାଉଣ୍ଡର ତଥା ଭାରତର ପ୍ରଥମ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ ସଂପୂର୍ଣ୍ଣ ସୁସ୍ଥ ଏବଂ ଠିକ୍ ଅଛନ୍ତି। ନିଜେ କପିଳ ଏକ ୨୧ ସେକେଣ୍ଡର ଭିଡିଓ ପ୍ରକାଶ କରି ଏକଥା କହିଛନ୍ତି। ଗତ କିଛିଦିନ ତଳେ କପିଳଙ୍କ ଦେହ ଅସୁସ୍ଥ ହେବାରୁ ଆଞ୍ଜିଓପ୍ଲାଷ୍ଟ ଅସ୍ତ୍ରୋପଚାର…