Browsing Tag

kapil sharma

କପିଲ ଶର୍ମା, ରାଜପାଲ ଯାଦବ, ରେମୋ ଡିସୁଜା ଓ ସୁଗନ୍ଧା ମିଶ୍ରାଙ୍କୁ ହତ୍ୟା ଧମକ, ପାକିସ୍ଥାନରୁ ଆସିଛି ମେଲ୍

କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ହତ୍ୟା ଧମକ । ହଁ ଆଜ୍ଞା, ବଲିଉଡର ପ୍ରଖ୍ୟାତ କମେଡିଆନ ତଥା ଅଭିନେତା କପିଲ ଶର୍ମାଙ୍କୁ ନେଇ ଆସୁଛି ଏକ ବଡ଼ ଖବର । କୌଣସି ଅଜଣା ବ୍ୟକ୍ତି ତାଙ୍କୁ ଏଭଳି ହତ୍ୟା ଧମକ ଦେଇଛନ୍ତି । ଆକ୍ରମଣକାରୀ କପିଲ ଶର୍ମାଙ୍କ ସହ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ତାଙ୍କ…

ସରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ର ସିଜନ ୨, ଫ୍ୟାନ୍ସ ଇମୋସନାଲ୍

‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ର ଫ୍ୟାନମାନଙ୍କୁ ଝଟକା । କପିଲ ଶର୍ମାଙ୍କ କମେଡି ଶୋ’ର ସିଜନ ୨ ଏବେ ବହୁତ ଜଲଦି ଶେଷ ହେବାକୁ ଯାଉଛି । କପିଲ ଶର୍ମା ନିଜେ ଏ କଥା ଘୋଷଣା କରିଛନ୍ତି । ଚଳିତ ସପ୍ତାହର ଏପିସୋଡ୍ ପରେ ଦେଖାଯାଇଥିବା ଟିଜରରେ କପିଲ କହୁଛନ୍ତି ଯେ ଆସନ୍ତା ଶନିବାର ‘ଦ ଗ୍ରେଟ୍…

ଅମିତାଭଙ୍କ ଷ୍ଟାଇଲରେ ରେଖା କପିଲଙ୍କୁ କରିଥିଲେ ଏମିତି ପରିହାସ

ଏହି ସପ୍ତାହରେ ଅଭିନେତ୍ରୀ ରେଖା ଦା ଗ୍ରେଟ୍ ଇଣ୍ଡିଆନ୍ କପିଲ ଶର୍ମା ସୋରେ ଆସିଥିଲେ । ସେ ନିଜର ସୁନ୍ଦରତାରେ ଏହି ସୋକୁ ଆହୁରି ସୁନ୍ଦର କରିଦେଇଥିଲେ । ରେଖା ନିଜର କ୍ୟାରିୟର ଏବଂ ଜୀବନରେ ଜଡ଼ିତ ହୋଇଥିବା ମଜାଦାର କାହାଣୀ ସବୁ ସେୟାର କରିଥିଲେ । ଏହି ସୋରେ ଅଭିନେତ୍ରୀ ରେଖା ବିଗ୍.ବିଙ୍କର…

ନବରାତ୍ରିରେ ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ପହଞ୍ଚିଲେ କପିଲ ଶର୍ମା, ନେଲେ ଆଶୀର୍ବାଦ

କପିଲ ଶର୍ମାଙ୍କୁ କମେଡିର କିଙ୍ଗ କୁହାଯାଏ । ପଞ୍ଜାବର ଅମୃତସରର ଏକ ଛୋଟ ଗାଁରୁ ଆସିଥିବା କପିଲ ଆଜି ନିଜର କଠିନ ପରିଶ୍ରମ ଆଧାରରେ ଆଜି ଏକ ଇଣ୍ଟରନ୍ୟାସନାଲ ଷ୍ଟାର ହୋଇପାରିଛନ୍ତି । ଆଜି କପିଲ ନିଜର କଠିନ ପରିଶ୍ରମ ଯୋଗୁ କମେଡିଆନରୁ ଏକ ସଫଳ ଅଭିନେତା ମଧ୍ୟ ହୋଇପାରିଛନ୍ତି । ଆଜିକାଲି କପିଲ…

ବିମାନ ବିଳମ୍ବ ହେବାରୁ ରାଗିଗଲେ କପିଲ ଶର୍ମା, ‘ଇଣ୍ଡିଗୋରେ କେବେ ବି ଟ୍ରାଭେଲ କରିବି ନାହିଁ’

ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା ଏବେ ଟ୍ଵିଟକୁ ନେଇ ଚର୍ଚ୍ଚାରେ । ଇଣ୍ଡିଗୋ ବିମାନର ସର୍ଭିସକୁ ନେଇ କପିଲ ଶର୍ମା ଟ୍ଵିଟ୍‌ କରିଛନ୍ତି । ଇଣ୍ଡିଗୋ ବିମାନର ପାଇଲଟଙ୍କୁ ଘଣ୍ଟେ ଯାଏ ଅପେକ୍ଷା କରିବା ଯୋଗୁଁ ରାଗିବା ସହିତ ଭିଡିଓ ସେୟାର କରିଛନ୍ତି । ସୋସିଆଲ ମିଡିଆରେ କପିଲଙ୍କ ଏହି…

Zwigato ରେ ଡେଲିଭରି ବୟ ଭାବେ ନଜର ଆସିବେ କପିଲ ଶର୍ମା, ଟ୍ରେଲର ରିଲିଜ ପରେ ଜିତୁଛି ଫ୍ୟାନ୍ସଙ୍କ ହୃଦୟ

ଦ କପିଲ ଶର୍ମା ସୋ’ କୁ କିଏ ବା ଭଲ ନପାଏ। କମେଡ଼ିର ବଢ଼ିଆ ମନୋରଞ୍ଜନ ଏହି ସୋ’ ଦର୍ଶକ ମାନଙ୍କୁ ଦେଇଥାଏ। ଏଥିରେ ଥିବା ପ୍ରତ୍ୟେକ କଳାକାର ନିଜ ନିଜ କମେଡ଼ିକୁ ନେଇ ବେଶ ଚର୍ଚ୍ଚିତ । ଏପରିକି କପିଲ ଶର୍ମାବି ତାଙ୍କ ଅଭିନୟ ମାଧ୍ୟମରେ ଫ୍ୟାନ୍ସଙ୍କ ହୃଦୟ ଜିତିଥାନ୍ତି । କିନ୍ତୁ ଏଥର କପିଲ ଜଣେ…

କପିଲ୍‌ ଶର୍ମାଙ୍କ ହଟ୍‌ ଲୁକ୍‌ ଦେଖି ଫ୍ୟାନମାନେ ବେହୋସ୍‌! ଆସୁଛି ‘ଦ କପିଲ୍‌ ଶର୍ମା ଶୋ’ର ନୂଆ ସିଜନ୍‌…

କମେଡି ଦୁନିଆରେ ଢେର୍‌ ନାଁ କମାଉଛନ୍ତି କମେଡିଆନ୍‌ କପିଲ୍‌ ଶର୍ମା। ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦ କପିଲ୍‌ ଶର୍ମା ଶୋ’କୁ ସେ ହୋଷ୍ଟ୍‍ କରି ଥାଆନ୍ତି। ଏବେ ଖବର ଆସୁଛି କି, ଦ କପିଲ୍‌ ଶର୍ମା ଶୋ’ର ନୂଆ ସିଜନ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଯାହାକୁ ନେଇ ଫ୍ୟାନମାନେ ବେଶ୍‌…

କମେଡିଆନ୍‌ କପିଲ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ, ଟଙ୍କା ନେଇ କଣ୍ଟ୍ରାକ୍ଟ ପୂରା କରିନଥିବା ଅଭିଯୋଗ

କମେଡିଆନ୍‌ କପିଲ ଶର୍ମା ମଜାଳିଆ ଅନ୍ଦାଜରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍‌ କରିଥାନ୍ତି। ଏବେ କପିଲ ଶର୍ମାଙ୍କ ଶୋ’ ଟିଭିରେ ପ୍ରସାରଣ ହେଉ ନଥିଲେ ମଧ୍ୟ ତାଙ୍କ ଫ୍ୟାନ୍‌ ଫଲୋୟର୍ସଙ୍କ ସଂଖ୍ୟା ଜମା ବି କମିନି। କିନ୍ତୁ ଏବେ ପୁଣିଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି କପିଲ। ଏବେ ସେ ବିଦେଶ…

‘ଦ କପିଲ ଶର୍ମା ଶୋ’ ଛାଡ଼ିଲେ ସୁମୋନା ଚକ୍ରବର୍ତ୍ତୀ! ନୂଆ ଶୋ’ର ପ୍ରୋମୋରେ ଆସିଲେ ନଜର

ଦ କପିଲ ଶର୍ମା ଶୋ’ ବନ୍ଦ ହେଉଥିବା ଖବର କିଛି ଦିନ ହେଲାଣି ଶୁଣିବାକୁ ମିଳୁଛି। ଏହି ଶୋ’ ବନ୍ଦ ହେବା ଖବର ଫ୍ୟାନ୍‌ଙ୍କୁ ଦୁଃଖିତ କରି ଦେଇଥିବା ବେଳେ ଏବେ ଆଉ ଏକ ଖବର ଝଟ୍‌କା ଦେଇଛି। ପ୍ରଯୋଜକଙ୍କ ପକ୍ଷରୁ ଶୋ’ ବନ୍ଦ ହେଉଥିବା ନେଇ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଏବେ ଶୋ’ର ଅଭିନେତ୍ରୀ…

ଦର୍ଶକଙ୍କୁ ମିଳିବନି ହସିବାର ଡୋଜ୍‌, ଅଫ ଏୟାର ହୋଇପାରେ‘ଦ କପିଲ ଶର୍ମା ଶୋ’ !

‘ ଦ କପିଲ ଶର୍ମା ଶୋ’ ଫ୍ୟାନ୍‌ କି ଆପଣ ? ତେବେ ଶନିବାର ଓ ରବିବାର ନିଶ୍ଚିତ ସବୁ କାମ ସାରି ଶୋ ଦେଖିବାକୁ ଟିମ ସାମ୍ନାରେ ବସିପଡୁଥିବେ। କିନ୍ତୁ ଏବେ ଆଉ ଆପଣଙ୍କୁ ଜଲଦି କାମ ସାରିବାକୁ ପଡିବ ନାହିଁ। ଖୁବଶୀଘ୍ର କପିଲ ଶର୍ମା ଅଫ ଏୟାର ହେବ ବୋଲି ଖବର ଆସିଛି। ତେବେ କ’ଣ ପାଇଁ କପିଲ ଶର୍ମା…

ରାଜ୍ୟସଭା ଟିକେଟ୍‌ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଲହୁଣୀ ମାରୁଛନ୍ତି କି କପିଲ ଶର୍ମା! ଜାଣନ୍ତୁ…କାହିଁକି ଏମିତି…

କମେଡିଆନ କପିଲ ଶର୍ମା ଏହି କିଛିଦିନ ହେବ କୌଣସି ନା କୌଣସି ବିବାଦରେ ଫସି ଯାଉଛନ୍ତି। ପୁଣିଥରେ ତାଙ୍କୁ ଏକ ଟ୍ଵିଟ୍‌ କାରଣରୁ ଟ୍ରୋଲ କରାଯାଇଛି, ଯାହା ବିଷୟରେ ସେ ନିଜେ ହିଁ ସଫେଇ ଦେଇଛନ୍ତି। ପଞ୍ଜାବ ନିକଟରେ ଭଗବନ୍ତ ମାନଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ରୂପେ ପାଇଛି ଏବଂ କପିଲ ମଧ୍ୟ ସେହି…

ଭୋର୍‌ ସମୟରେ ବାଇକ ଧରି ଭୁବନେଶ୍ୱରରେ ମର୍ଣ୍ଣିଂ ରାଇଡ କରୁଛନ୍ତି କପିଲ ଶର୍ମା, କରୁଛନ୍ତି ଖୁବ୍‌ ଏଞ୍ଜୟ

କପିଲ ଶର୍ମା ବର୍ତ୍ତମାନ ନିଜର କମେଡି ଶୋ ସହିତ ଫିଲ୍ମରେ ବହୁତ ବ୍ୟସ୍ତ ଅଛନ୍ତି। ନିକଟରେ ତାଙ୍କର ଶୋରେ ‘ବଚ୍ଚନ ପାଣ୍ଡେ’ଙ୍କ ପୂରା ଟିମ୍‌ ଆସିଥିଲା। ସେଟରେ ଅକ୍ଷୟ କୁମାର, ଅରଷଦ ଓ୍ଵାରସି, କୃତି ସାନନ ଏବଂ ନିର୍ଦ୍ଦେଶକ ଫରହାଦ୍‌ ସାମଜୀ ପହଁଚିଥିଲେ। କପିଲ ଓଡିଶାରେ ନିଜର ସୁଟିଙ୍ଗ୍‌…