ସ୍କୁଲରେ ପୁଅମାନଙ୍କୁ ମାଡ଼ ମାରୁଥିଲେ ରାକୁଲ, କପିଲ ଶୋ’ରେ କଲେ ଖୁଲାସା
ସ୍କୁଲରେ ଆପଣମାନେ ଅନେକ ପ୍ରକାର ବଦମାସୀ କରିଥିବେ। ସ୍କୁଲ ଲାଇଫରେ ଏପରି ସମସ୍ତଙ୍କ ସହିତ ଘଟିଥାଏ। କଥା କ’ଣ କି, କମେଡି ଶୋ ‘ଦ କିପଲ ଶର୍ମା ଶୋ’କୁ ଫିଲ୍ମ ‘ମରଜାଓ୍ଵା’ର ପ୍ରମୋଶନ ପାଇଁ ସଂପୂର୍ଣ୍ଣ ଫିଲ୍ମ କାଷ୍ଟ ପହଞ୍ଚିଥିଲା। ସିଦ୍ଧାର୍ଥ ମଲହୋତ୍ରା, ରାକୁଲପ୍ରୀତ, ତାରା ସୁତାରିଆ ଏବଂ…