Browsing Tag

Karamveer Sunitha Krishnan

କେବିସି କୁ ଆସିବେ ଏହି ମହିଳା, ଯିଏ ୧୫ ବର୍ଷ ବୟସରେ ହୋଇଥିଲେ ଗଣଦୁଷ୍କର୍ମର ଶିକାର

‘କୌନ ବନେଗା କରୋଡପତି’ର କର୍ମବୀର ସ୍ପେଶାଲ ଏପିସୋଡରେ ଏଥର ସୁନିତା କୃଷ୍ଣନ ଆସୁଛନ୍ତି। ସୁନିତା ଏଭଳି ଜଣେ ମହିଳା , ଯିଏକି ୨୨ ହଜାରରୁ ଅଧିକ ମହିଳା ଓ ଶିଶୁଙ୍କୁ ଯୌନ ଶୋଷଣରୁ ମୁକ୍ତ କରିଛନ୍ତି। ଅନ୍ୟପଟେ ସୁନିତା କେବିସିରେ ନିଜ ଜୀବନ ସମ୍ପର୍କିତ ଏଭଳି ହୃଦୟ ବିଦାରକ କଥା କହିଥିଲେ,…