Browsing Tag

karan and sidhrth

ବିବାହ ପରେ ପ୍ରଥମ ଫିଲ୍ମରେ ଏକାଠି ନଜର ଆସିବେ କିଆରା ଓ ସିଦ୍ଧାର୍ଥ : ଖୁବଶୀଘ୍ର ଆରମ୍ଭ ହେବ ସୁଟିଂ

(କେନ୍ୟୁଜ ବ୍ୟୁରୋ): କିଆରା ଆଡଓ୍ଵାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ବଲିଉଡର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ଫେବୃଆରୀ ମାସରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇ ଜଣଙ୍କ ବିବାହରେ ଖୁବ ଖୁସି ଥିଲେ ପ୍ରଶଂସକ । ଏହି ଯୋଡ଼ିଙ୍କୁ ପୁଣି ଥରେ ପରଦାରେ ଦେଖିବା…

କରନ ଓ ସିଦ୍ଧାର୍ଥଙ୍କ ସଂପର୍କରେ ଫାଟ

କରନ ଜୋହର ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ସଂପର୍କରେ ଫାଟ । ଯାହାକୁ ନେଇ ବଲିଉଡରେ ଚର୍ଚ୍ଚା ହେଉଛି । ଏବେ ସିଦ୍ଧାର୍ଥ ବଲିଉଡରେ ନିଜର ନୂଆ ଏଜେନ୍ସି ଖୋଜୁଛନ୍ତି । ପୂର୍ବରୁ ସିଦ୍ଧାର୍ଥଙ୍କ କାମ ଆଉ ଏକ ଏଜେନ୍ସି ଦେଖୁଥିଲା । ଯାହାକି ଆଲିୟା, ବରୁଣ, ଜାହ୍ନବୀ କପୁର ଓ ଧର୍ମା ପ୍ରଡକ୍ସନ୍ ସହ…