ଲିକ୍ ହେଲା କରନ୍ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶଙ୍କ ଲିପ୍କିସ୍ ଭିଡିଓ, ସୋସିଆଲ ମିଡିଆରେ ସେୟାର କଲେ ସାଙ୍ଗ
ଅଭିନେତା କରନ୍ କୁନ୍ଦ୍ରା ଓ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏବେ ଟେଲି ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଯୋଡ଼ି। ବିଗ୍ ବସ୍ ଶୋ’ କରିବା ପରଠାରୁ ଏହି କପଲ ଚର୍ଚ୍ଚାରେ ରହିଛନ୍ତି। ପ୍ରାୟତଃ ଏହି କପଲ ବିଭିନ୍ନ ପବ୍ଲିକ୍ ପ୍ଲେସ୍ରେ ଏକାଠି ନଜର ଆସିଥାନ୍ତି। ଉଭୟେ ସୋସିଆଲ ମିଡିଆରେ ଅନେକ ଫଟୋ,…