Browsing Tag

karanjia

କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ

କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ ।  ପୃଥକ ପୃଥକ ସ୍ଥାନରେ ବୁଲୁଛନ୍ତି ୭୪ଟି ହାତୀ ।  ତା ମଧ୍ୟରୁ ତାଟୋ ଜଙ୍ଗଲ ନିକଟରେ ୨୬ ଟିକିଆ ହାତୀପଲ ବୁଲୁଛନ୍ତି ।  ସ୍ଥାନୀୟ ଅଞ୍ଚଳରେ ହାତୀ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ୧୦୦ରୁ ଅଧିକ ଗ୍ରାମବାସୀ । ଫସଲ ନଷ୍ଟ କରିବା ସହ…

ଶହ ଶହ ଏକର ଫସଲ ନଷ୍ଟ କରୁଛନ୍ତି ହାତୀ ପଲ, ଚିନ୍ତାରେ ଚାଷୀ

ଥମୁନି ହାତୀଙ୍କ ଉପଦ୍ରବ । ହାତୀ ପଲ ପାଇଁ ୧୦୦ରୁ ଉର୍ଦ୍ଧ୍ବ ଗାଁରେ ଲାଗି ରହିଛି ଆତଙ୍କ  । ଗୋଟେ କି ଦୁଇଟି ନୁହେଁ ୪୫ଟି ହାତୀ ଜଙ୍ଗଲ ଛାଡ଼ି ଆସି ଜନବସତିରେ ପଶିଛନ୍ତି । ଆଉ ନଷ୍ଟ କରୁଛନ୍ତି ଶହ ଶହ ଏକର ଫସଲ ସହ ଘର । ଆଜି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ୪୫…

୨୮ ଟିକିଆ ହାତୀପଲଙ୍କ ଉପଦ୍ରବ, ଘଉଡ଼ାଇବା ପାଇଁ ବନବିଭାଗ କର୍ମଚାରୀ ମୁତୟନ

କରଞ୍ଜିଆ : ୨୮ ଟିକିଆ ହାତୀପଲଙ୍କ ଉପଦ୍ରବ। କରଞ୍ଜିଆ ବଡ଼ଦେଉଳି ଗାଁରେ ୨୮ ଟିକିଆ ହାତୀପଲଙ୍କ ଉପଦ୍ରବ । ଚାଷ ଜମିରେ ବ୍ୟାପକ ଫସଲ ନଷ୍ଟ କଲେ ହାତୀପଲ । ଗତକାଲି ରାତିରେ ଦେଓନଦୀ ପାର ହୋଇ କରଞ୍ଜିଆ ବାହୁଡିଛନ୍ତି ହାତୀପଲ । ହାତୀପଲ ଘଉଡ଼ାଇବା ପାଇଁ ବନବିଭାଗ କର୍ମଚାରୀ ମୁତୟନ ହୋଇଛନ୍ତି  ।…

ଜନ୍ମ କଲା ମା ଘର ଛାଡି ପଳାଇଲା ପରେ ଦୁଇ ପୁଅକୁ ଟେକି ଦେଲା ହତଭାଗା ବାପ

କରଞ୍ଜିଆ : ମା’କୁ ଖୋଜି ବିକଳ ହୋଇ କାନ୍ଦୁଛି ଏଇ କୁନି ପିଲା । ଦେଖିଲାରୁ ଆମ ଆଖିରୁ ମଧ୍ୟ ଲୁହ ବହିଯାଉଛି । ପାଟି ଫିଟୁନି ସିନା ତାଙ୍କ ନିରୀହ ଚାହାଁଣୀ ଅନେକ କିଛି କହୁଛି । ନିରୀହ ନିଷ୍ପାପ କଅଁଳ ଶିଶୁ ଦୁଇଟି । ଆଜି ବାପା ଛେଉଣ୍ଡ ହୋଇ ଅନାଥ ପାଲଟି ଯାଇଛନ୍ତି । ତାଙ୍କ ଦାୟିତ୍ୱ ନେବା…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ଡ, ସ୍ବାମୀ ଆଗରେ ସ୍ତ୍ରୀକୁ ହାଣିଲା ପଡୋଶୀ

କରଞ୍ଜିଆ : ସ୍ବାମୀ ଆଗରେ ସ୍ତ୍ରୀକୁ ହାଣିଲା ପଡୋଶୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ଡ । ମୟୂରଭଞ୍ଜ ଜିଲ୍ଲା ରରୁଁଆ ଥାନା ମେଣ୍ଢାମୁଣ୍ଡି ଗାଁରେ ଅଭାବନୀୟ ଘଟଣା । ମୃତକ ମେଣ୍ଢାମୁଣ୍ଡି ଗାଁର ନାଳିଆ ନାଏକଙ୍କ ସ୍ତ୍ରୀ ମଙ୍ଗୁଳି ପୁର୍ତ୍ତି । ଗତକାଲି ବିଳମ୍ବିତ…

ଟ୍ରକ ତଳେ ଚାପି ହୋଇ ୫ ବର୍ଷର ଶିଶୁ ପୁତ୍ର ମୃତ; ଗୁରୁତର ଅବସ୍ଥାରେ ବାପା, ଆଈ ହସ୍ପିଟାଲରେ ଭର୍ତ୍ତି

କରଞ୍ଜିଆ (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୫ ବର୍ଷର ପୁଅ ମୃତ। ଘଟଣାରେ ଗୁରୁତର ଆହତ ହୋଇଛନ୍ତି ମୃତ ଶିଶୁର ବାପା ଏବଂ ଆଈ। ଘଟଣା ଘଟିଛି ୪୯ ନଂ ଜାତୀୟ ରାଜପଥ ରରୁଆଁ ଛକ ନିକଟରେ। ସୂଚନା ଅନୁସାରେ ଗତକାଲି ରାତିରେ ନିଜ ସମ୍ପର୍କୀୟକୁ ଦେଖା କରିବାକୁ ଯଶୀପୁର ମେଡିକାଲ୍…

ପୂର୍ବ ଶତ୍ରୁତା ସନ୍ଦେହ, ଦୁର୍ବୃତ୍ତ ଭୁଜାଲି ମାଡ଼ରେ ମହିଳା ଗୁରୁତର

କରଞ୍ଜିଆ (କେନ୍ୟୁଜ): ଦୁର୍ବୃତ୍ତଙ୍କ ଭୁଜାଲି ମାଡ଼ରେ ମହିଳା ଗୁରୁତର। କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମାପାଟଣାରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଭୁଜାଲି ମାଡ଼ ଯୋଗୁଁ ମହିଳାଙ୍କ ଅନ୍ତ ବୁଜୁଲା ବାହାରକୁ ବାହାରି ଆସିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

କରଞ୍ଜିଆରେ ୪୭ ଟିକିଆ ହାତୀପଲଙ୍କ ଉପଦ୍ରବ, ଗାଁ ଲୋକ ଆତଙ୍କିତ

କରଞ୍ଜିଆ (କେନ୍ୟୁଜ୍): କରଞ୍ଜିଆରେ ୪୭ ଟିକିଆ ହାତୀପଲ । କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ହାତୀପଲ ଯୋଗୁ ୧୦୦ରୁ ଅଧିକ ଗାଁ ଲୋକ ଆତଙ୍କିତ ହୋଇ ରହିଛନ୍ତି । କରଞ୍ଜିଆର ପୃଥକ ପୃଥକ ସ୍ଥାନରେ ୪୭ ଟିକିଆ ହାତୀପଲ ବୁଲୁଛନ୍ତି । ଠାକୁରମୁଣ୍ଡା ରେଞ୍ଜରେ ଗତକାଲି ବିଳମ୍ବିତ ରାତିରେ…

ଅସୁସ୍ଥ ହାତୀଛୁଆକୁ ଛାଡ଼ି ପଳାଇଲା ମାଆ, ଜାରି ରହିଛି ଚିକିତ୍ସା

କରଞ୍ଜିଆ (କେନ୍ୟୁଜ) : ଅସୁସ୍ଥ ହାତୀଛୁଆକୁ ଛାଡ଼ି ପଳାଇଲା ମାଆ । କରଞ୍ଜିଆ ବନଖଣ୍ଡର ଭଅଁରା ହୁଡିସାହି ନିକଟରେ ଅସୁସ୍ଥ ହାତୀ ଛୁଆ ଉଦ୍ଧାର । ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କରିବା ସହ ଚିକିତ୍ସା ଆରମ୍ଭ କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ। ସୂଚନା ଅନୁସାରେ ଗତକାଲି ୨୨ ଟିକିଆ ହାତୀପୋଲ…

କରଞ୍ଜିଆ ରେଞ୍ଜ ପଢେଇଦୁଢ଼ା ଗାଁ ନିକଟରେ ବୁଲୁଛନ୍ତି ୨୨ ଟିକିଆ ହାତୀପଲ, ଆତଙ୍କିତ ଲୋକେ

କରଞ୍ଜିଆ(କେନ୍ୟୁଜ୍): ହାତୀ ଉପଦ୍ରବ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜ ପଢେଇଦୁଢ଼ା ଗାଁ ନିକଟରେ ବୁଲୁଛନ୍ତି ୨୨ ଟିକିଆ ହାତୀପଲ । ଦୁଇ ଦିନ ହେଲା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ସୀମାନ୍ତରେ ବୁଲୁଛନ୍ତି ହାତୀ । ୧୦୦ରୁ ଉର୍ଦ୍ଧ୍ବ ଗାଁରେ ଆତଙ୍କ ଖେଳାଇଛନ୍ତି । ଦିନ ବେଳେ ଜଙ୍ଗଲରେ…

କରଞ୍ଜିଆ: ଟ୍ରକ-ବାଇକ୍‌ ମୁହାଁମୁହିଁ ଧକ୍କା, ୩ ବାଇକ ଆରୋହୀ ମୃତ

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ଥାନା ଏନ୍‌ଏଚ୍‌-୪୯ ଦରି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବାଇକ୍‌ ମୁହାଁମୁହିଁ ହେବା ଫଳରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ତିନି ଜଣଙ୍କ ଘର କାଠ କରଞ୍ଜିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର…

କରଞ୍ଜିଆ: ଚିକିତ୍ସାଧୀନ ଅବସ୍ଥାରେ ଛୁଆ ହାତୀର ମୃତ୍ୟୁ

କରଞ୍ଜିଆ (କେନ୍ୟୁଜ): ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ଛୁଆ ହାତୀଟିର ମୃତ୍ୟୁ ହୋଇଛି। ଗତକାଲି ଛୁଆ ହାତୀଟିକୁ ବନବିଭାଗ ଜାମୁତି ମୁଣ୍ଡାସାହିରୁ ଉଦ୍ଧାର କରି ଚିକିତ୍ସା କରୁଥିଲା । ତେବେ ଆଜି ହାତୀଟିର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ୨୨ଟିକିଆ ଝାରଖଣ୍ଡୀ…