Browsing Tag

karanjia nac

ମୟୁରଭଞ୍ଜ: କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଆଁ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ

କରଞ୍ଜିଆ(କେନ୍ୟୁଜ୍):  କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଆଁ।  ଆଜି ଅପରାହ୍ନ ସମୟରେ କୌଣସି କାରଣ ଯୋଗୁଁ  ଦିନ ଗୋଟାଏ ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦର ଗୋଦାମ ଘରେ ଲାଗିଯାଇଥିଲା ନିଆଁ।  ଗୋଦାମ ଘରେ ଥିବା ମଶାତେଲ ଠାରୁ  ଆରମ୍ଭ କରି ବହୁ ଦରକାରୀ ଉପକରଣ ସହିତ ବହୁ ଜିନିଷପତ୍ର ପୋଡି…