Browsing Tag

karanjia news

ଅଦଭୁତ : କାଲି ଜୀବିତକୁ ମୃତ ଘୋଷଣା ପରେ ବଞ୍ଚି ଉଠିଲା ପିଲା ହେଲେ ଆଜି ସତରେ ଚାଲିଗଲା ନବଜାତକ

କରଞ୍ଜିଆ(କେନ୍ଯୁଜ୍): ଡାକ୍ତର ଯାହାଙ୍କୁ ଆମେ ଭଗବାନଙ୍କ ସହିତ ତୁଳନା କରିଥାଉ । କାହିଁନାରେ ଜୀବନର ବିପଦ ସମୟରେ ସେ ହିଁ ସାହାରା ପାଲଟିଥାନ୍ତି। ମୃତ୍ୟୁ ମୁଖରୁ ରୋଗୀକୁ ଉଦ୍ଧାର କରିଥାନ୍ତି। ତେଣୁ ଶରୀର ଟିକେ ଅସୁସ୍ଥ ଲାଗିଲେ ଆମେ ଧାଇଁଯାଉ ଡାକ୍ତରଖାନା। ତେବେ ଏସବୁ ଭିତରେ କରଞ୍ଜିଆ…

କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଅଗ୍ନିକାଣ୍ଡ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ସହ କମ୍ପ୍ୟୁଟର ପୋଡି ନଷ୍ଟ

କରଞ୍ଜିଆ (କେନ୍ଯୁଜ୍): ନିଆଁ ଲାଗି ଟ୍ରେଜେରୀ ଛାରଖାର । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ସହ କମ୍ପ୍ୟୁଟର ପୋଡି ନଷ୍ଟ । କରଞ୍ଜିଆ ଟ୍ରେଜେରୀ ଅଫିସ୍‌ରେ ଅଗ୍ନିକାଣ୍ଡ । ଆଜି ଭୋର ୪ଟା ସମୟରେ ନିଆଁ ଲାଗିଥିଲା । ସର୍ଟ ସକିଟ ଯୋଗୁ ନିଆଁ ଲାଗିିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ…

ଲାଗିଲା କାଳିଶୀ ହେଲା ଜଳାଭିଷେକ : ବର୍ଷା ପାଇଁ ମା’ ବନଦୂର୍ଗାଙ୍କ ଖଲିଆର ପୀଠରେ ଚାଲିଲା ପୂଜାର୍ଚ୍ଚନା

କରଞ୍ଜିଆ(କେନ୍ଯୁଜ୍): ଲୋକଙ୍କ ବିଶ୍ୱାସ, ବର୍ଷା ହେଉନଥିଲେ ଦେବୀ ଦେବତାଙ୍କୁ ଜଳାଭିଷେକ କଲେ ବର୍ଷା ହୁଏ । ଏହି ବିଶ୍ୱାସକୁ ନେଇ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତରାମରା ପଞ୍ଚାୟତ ହାଣ୍ଡିଫୁଟା ଗ୍ରାମର ଚାଷୀ ପରିବାରର ଶତାଧିକ ମହିଳା ମାନେ ଠାକୁରମୁଣ୍ଡା ଗ୍ରାମପଞ୍ଚାୟତର ଯୋଡାମ୍ବ…

ପରକୀୟା ପ୍ରୀତିର କରୁଣ ପରିଣତି: ସ୍ୱାମୀର କଟୁରୀ ଚୋଟରେ ପ୍ରେମିକ ମୃତ, ସ୍ତ୍ରୀ ଗୁରୁତର

କରଞ୍ଜିଆ : ପରକୀୟା ପ୍ରୀତିର କରୁଣ ପରିଣତି । ସ୍ୱାମୀର କଟୁରୀ ଚୋଟରେ ପ୍ରେମିକ ମୃତ, ସ୍ତ୍ରୀ ଗୁରୁତର । କରଞ୍ଜିଆ ଥାନା ଦୁଧିଆଣି ପଞ୍ଚାୟତ ବୁଢୀଗାଁରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀ ଓ ପ୍ରେମିକ ଘରେ ଶୋଇଥିବା ବେଳେ ସ୍ୱାମୀ ଆକ୍ରମଣ କରିଥିଲା । ଏଥିରେ ପ୍ରେମିକର ମୃତ୍ୟୁ…

ମୟୁରଭଞ୍ଜ ଜିଲ୍ଲାର ଟୁସୁ ପର୍ବ: ଜାଣନ୍ତୁ କଣ ରହିଛି ଏହାର କିମ୍ବଦନ୍ତୀ ଓ ପରମ୍ପରା

କରଞ୍ଜିଆ: ଉତ୍ତର ଓଡିଶାର ସବୁଠୁ ବଡ଼ ପର୍ବ ହେଉଛି ମକର ପର୍ବ। ଏଠାରେ ଧୁମଧାମ ସହକାରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହେଉଛି ମକର ପର୍ବ । ଏହି ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ମୟୁରଭଞ୍ଜ । ଏଠାରେ ସମସ୍ତେ ନୂତନ ବସ୍ତ୍ର ପିନ୍ଧିବା ସହିତ ଘରେ ଘରେ ପିଠା ପଣା ହୋଇଥାଏ ।  ଜିଲ୍ଲାର…

ସୀମା ଚିହ୍ନଟ ହୋଇନଥିବାରୁ ପରିତ୍ଯକ୍ତ କୂଅରେ ପଡି ଠିକଣା ମାଗୁଛି ଅଜଣା ମୃତଦେହ, ହାତବାନ୍ଧି ବସିଛି ପୋଲିସ୍

କରଞ୍ଜିଆ: ପରିତ୍ଯକ୍ତ କୂଅରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଓଡିଶା ଓ ଝାରଖଣ୍ଡ ସୀମା ନିକଟରେ ଥିବା ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଜାମୁଣାଳିଆ ଗାଁ ନିକଟରୁ ଏକ କୂଅରୁ ଏପରି ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି। କିଛି ଦୁର୍ବୁତ୍ତ ହତ୍ୟାପରେ ଏଠାରେ ଆଣି…

କରଞ୍ଜିଆ ତିନିଟିଆ ଅଞ୍ଚଳରେ ଅଭାବନୀୟ ଘଟଣା: ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପଡୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତିନିଟିଆ ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଘଟଣା। ଗତକାଲି ଘରେ କେହି ନ ଥିବାର ସୁଯୋଗ ନେଇ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ପଡୋଶୀ ଘରର ଏକ ୨୫ ବର୍ଷିଆ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଆଜି କରଞ୍ଜିଆ ଉପଖଣ୍ଡ…

ରୋଜଗାର ଦିଅ, ଲୁହାପଥର ନିଅ : ଏହି ଦାବି ନେଇ ଭଞ୍ଜସେନା ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଜାତୀୟ ରାଜପଥ ୪୯କୁ ଆଜି ଭଞ୍ଜ ସେନା ତରଫରୁ ରୋଜଗାର ଦିଅ, ଲୁହାପଥର ନିଅ ଦାବିରେ ଅର୍ଥନୈତିକ ଅବରୋଧ କରାଯାଇଛି। କରଞ୍ଜିଆ ଉପଖଣ୍ଡର ଜଶିପୁର ଥାନା କୁଇତା ନିକଟରେ ଆଇରନ ଗାଡ଼ି ଗୁଡିକ ଦିର୍ଘ ସମୟ ଧରି ଅଟକା ଯାଇଛି । କେବଳ ଆଇରନ ଗାଡି ଗୁଡିକୁ…

ସଙ୍କଟ ସମୟରେ ସହଯୋଗର ହାତ ବଢ଼ାଇଲା ଆଦିବାସୀ ଉନ୍ନୟନ ସଂସ୍ଥା, ମକାଚାଷ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଲା…

କରଞ୍ଜିଆ : ସାରା ବିଶ୍ବ ଉପରେ ପଡିଛି ମହାମାରୀର ପ୍ରଭାବ । ଏଥିରୁ ବାଦ୍ ପଡିନି ଆମ ରାଜ୍ଯ ଓଡିଶା । ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ନିଗର ଦବଦବା ଜାହିର୍ କରିଛି । ଯେଉଁ ଜିଲ୍ଲାମାନଙ୍କ ଭିତରେ ସାମିଲ୍ ଅଛି ମୟୂରଭଞ୍ଜ ଜିଲ୍ଲା। ଲକ ଡାଉନ ଓ ସଟ ଡାଉନ କାରଣରୁ ଅର୍ଥନୈତିକ କ୍ଷେତ୍ର…

କରଞ୍ଜିଆ: ଘର ଭିତରକୁ ପଶିଗଲା ୧୨ ଚକିଆ ହାଏୱା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲା ୭ ଜଣଙ୍କ ଜୀବନ

କରଞ୍ଜିଆ: ଘର ଭିତରକୁ ପଶିଗଲା ୧୨ ଚକିଆ ହାଏୱା ଟ୍ରକ। ଅଳ୍ପକେ ବର୍ତ୍ତିଗଲା ଘରେ ଥିବା ୭ ଜଣଙ୍କ ଜୀବନ। ଜଶୀପୁର ଥାନା ଅନ୍ତର୍ଗତ ମାହାର୍ଦ୍ଦାପଳସା ଛକ ନିକଟରେ ଥିବା ଗଦାଧର ମହାନ୍ତିଙ୍କ ଘରେ ପିଟି ହୋଇ ପଶିଗଲା ଏକ ୧୨ ଚକିଆ ହାଏୱା ଟ୍ରକ୍। ଗତକାଲି ବିଳମ୍ବିତ ରାତିରେ ଟ୍ରକଟି  ଟାଟା…

ଯାଦବ ବଂଶରେ ନିଆରା ଢଙ୍ଗରେ ପାଳନ ହୁଏ ଦୁର୍ଗା ପୂଜା, ଏମାନେ ମାଟି ମୂର୍ତ୍ତି ବଦଳରେ ପୂଜାର୍ଚ୍ଚନା କରିଥାନ୍ତି ଖଣ୍ଡା

କରଞ୍ଜିଆ: ଦଶହରା ଅବସରରେ ମୟୁରଭଞ୍ଜ ଜିଲ୍ଲାରେ ଅନେକ ସ୍ଥାନରେ ମାଟି ମୂର୍ତ୍ତି ଓ ଶକ୍ତି ପିଠିରେ ଦୁର୍ଗା ପୂଜା ହେଇଥାଏ । କିନ୍ତୁ ଶହ ଶହ ବର୍ଷ ପୁରୁଣା ଯାଦବ ପରମ୍ପରା ସଂସ୍କୃତି ଅନ୍ୟ ମାନଙ୍କ ଠାରୁ ଭିନ୍ନ । ଏଠାରେ ମାଟି ମୂର୍ତ୍ତି ବଦଳରେ ପୂଜାର୍ଚ୍ଚନା କରାଯାଇଥାଏ ଖଣ୍ଡାକୁ ।…