Browsing Tag

Karanjia shut down

କରଞ୍ଜିଆ ସହରକୁ ୩ଦିନ ସଟ୍ ଡାଉନ୍ ଘୋଷଣା କଲା ବ୍ୟବସାୟୀ ସଙ୍ଘ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଦିନକୁଦିନ କରୋନା ମହାମାରୀ ଦ୍ରୁତ ଗତିରେ ମାଡି ଚାଲିଛି । ଯାହାକୁ ଆଖି ଆଗରେ ରଖି କରଞ୍ଜିଆ ବଣିକ ସଙ୍ଘ ଏବଂ କରଞ୍ଜିଆ ବାସୀଙ୍କ ତରଫରୁ ଆଜିଠୁ ତିନିଦିନ ଧରି ବନ୍ଦ ପାଳନ କରିବାକୁ ମାଇକ ଯୋଗେ ଘୋଷଣା କରାଯାଇଛି। ଆସନ୍ତା ୧ତାରିଖ ସକାଳ ୬ଟାରୁ…