Browsing Tag

karanjia

ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ଘଟଣା: ୧୦ ଜଣକୁ ଅଟକ ରଖିଛି ଠାକୁରମୁଣ୍ଡା ପୋଲିସ

କରଞ୍ଜିଆ(କେନ୍ୟୁଜ୍): ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟରଙ୍କ ମୃତ୍ୟୁ ପରେ ଆକ୍ସନ ମୋଡରେ ପୋଲିସ । ଅଭିଯୁକ୍ତ ଶିକାରୀକୁ ଧରିବାକୁ ପୋଲିସ ପକ୍ଷରୁ ଶିମିଳିପାଳ ଅଞ୍ଚଳର ବିଭିନ୍ନ ଗାଁରେ ରେଡ ଚାଲିଛି । ଏ ପର୍ଯ୍ୟନ୍ତ ୧୦ ଜଣକୁ ଅଟକ ରଖିଛି ଠାକୁରମୁଣ୍ଡା ପୋଲିସ । ଏପଟେ ଆଜି…

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ, ଡ୍ରାଇଭର ଫେରାର

କରଞ୍ଜିଆ(କେନ୍ୟୁଜ୍):ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଗୋ-ଚାଲାଣ ବୃଦ୍ଧି ପାଉଛି । ଏହାକୁ ରୋକିବାକୁ ପୋଲିସ ମଧ୍ୟ ଉଦ୍ୟମ କରୁଛି । ଆଜି କରଞ୍ଜିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯  ଚଢେଇଭୋଳ ନିକଟରେ ପିକଆପ୍ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ବେଳେ ପୋଲିସ ପିଛା କରିଥିଲା । ଗାଡି ଜବତ…

ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତରେ ୩ ମହିଳା ମୃତ, ଜଣେ ଗୁରୁତର

କରଞ୍ଜିଆ(କେନ୍ୟୁଜ୍): ବଜ୍ରାଘାତରେ ୩ ମହିଳା ମୃତ,ଜଣେ ଗୁରୁତର କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସା ଚାଲିଛି। କରଞ୍ଜିଆ ଏନଏସି ୧୪ନ.ୱାର୍ଡ ଅଙ୍କୁରା ସାହିର ଘଟିଛି ଅଘଟଣ। ବଜ୍ରାଘାତରେ ଜଳିଗଲା ଏକ ଆମ୍ବ ଗଛରେ ଉପରେ ଥିବା କୁଟାଭାଡ଼ି। ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ…

କୁକୁର ଗୋଡ଼ାଇବାରୁ କୂଅରେ ପଡି ହରିଣ ମୃତ, ୫ ଦିନରେ ଗଲାଣି ୩ ଜୀବନ

କରଞ୍ଜିଆ (କେନ୍ୟୁଜ): ଅସୁରକ୍ଷିତ ହେଇ ପଡିଛି ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟରୁ ବାରମ୍ବାର ବାହାରି ଆସୁଛନ୍ତି ହରିଣ ପଲ । ୫ ଦିନ ମଧ୍ୟରେ ୩ଟି ହରିଣ ମୃତ୍ୟୁ ହେଇଛି । କେତେବେଳେ ହରିଣର କୁକୁର କାମୁଡାରେ ମୃତ୍ୟୁ ହେଉଛି ତ ଆଉ କେତେବେଳେ କୂଅରେ ପଡି ମୃତ୍ୟୁ ହେଉଛି । ଆଜି…

କରଞ୍ଜିଆ ବନଖଣ୍ଡରେ ଜଳୁଛି ଜଙ୍ଗଲ, ଆୟତ୍ତ କରିପାରୁନାହିଁ ଅଗ୍ନିଶମ ବିଭାଗ

କରଞ୍ଜିଆ (କେନ୍ୟୁଜ): ଜଳୁଛି ଜଙ୍ଗଲ । ଏକର ଏକର ଜଙ୍ଗଲରେ ଲାଗିଛି ନିଆଁ । କରଞ୍ଜିଆ ବନଖଣ୍ଡ ସରଭାଡ଼ି ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି । ବନବିଭାଗ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ୱେ ବି ନିଆଁକୁ ଆୟତ୍ତ କରାଯାପାରିନାହଁ । ଗତ କିଛିଦିନ ହେବ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ରେଞ୍ଜ ଅଞ୍ଚଳରେ ନିଆଁ…

ଅର୍ଚ୍ଚନା ମାମଲାରେ ‘ମୋ ଫଟୋକୁ ଯୋଡ଼ା ଯାଇଛି’ : ଏଭଳି ଅଭିଯୋଗ କରି ଥାନାରେ ଏତଲା ଦେଲେ କରଞ୍ଜିଆ ଏନଏସିର ପୂର୍ବତନ…

କରଞ୍ଜିଆ (କେନ୍ୟୁଜ୍‌) : ଅର୍ଚ୍ଚନା ନାଗ ସହ ସମ୍ପୃକ୍ତି ଥିବା ନେଇ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ଭାଇରାଲ ହେବା ପରେ ଏହାକୁ ନେଇ ବିରୋଧ । ଏ ସମ୍ପର୍କରେ ଥାନାରେ ଏତଲା ଦେଇଛନ୍ତି କରଞ୍ଜିଆ ଏନଏସିର ପୂର୍ବତନ ଉପନଗରପାଳ ଗିରିଧାରୀ ପୃଷ୍ଟି। ନିଜର ଶତାଧିକ ସମର୍ଥକ ତଥା ବିଜେଡି…

କରଞ୍ଜିଆ: ରାସ୍ତାରେ ପିଟିଦେଲା ଦ୍ରୁତଗାମୀ ଅଜଣା ବାଇକ,ମହିଳା ମୃତ

କରଞ୍ଜିଆ(କେନ୍ୟୁଜ୍):  ଦୁର୍ଗା ପୂଜା ଛୁଟିରେ ଝିଅକୁ ସ୍କୁଲ ହଷ୍ଟେଲରୁ ନେଇ ଚାଲି ଚାଲି ଘରକୁ ଫେରୁଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସି ଏକ ବାଇକ ଧକ୍କା ଦେବାରୁ ଘଟଣା ସ୍ଥଳରେ ମାର ମୃତ୍ୟୁ ଘଟିଛି। ଶନିବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ମହୁଲଡ଼ିହା…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଡାକ୍ତରଖାନା କର୍ମଚାରୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ହାତାହାତି

କରଞ୍ଜିଆ(କେନ୍ୟୁଜ୍): ରୋଗୀ ମୃତ୍ୟୁକୁ ନେଇ କରଞ୍ଜିଆ ଉପଖଣ୍ଡ ମେଡ଼ିକାଲରେ ଉତ୍ତେଜନା। କିଛି ସମୟ ପାଇଁ ହସ୍ପିଟାଲର ରାଗୀଙ୍କ ସମ୍ପର୍କୀୟ ଓ ଡାକ୍ତରଖାନା କତ୍ତୃପକ୍ଷଙ୍କ ମଧ୍ୟରେ ଦେଖାଦେଇଥିଲା ଚାପା ଉତ୍ତେଜନା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟେକ୍ତ ରୋଗୀ ସମ୍ପକୟୀଙ୍କୁ ବୁଝା ସୁଝା…

ମୟୁରଭଞ୍ଜ: ଦୋଷ ବାପା ମାଆଙ୍କର ହେଲେ ଦଣ୍ଡ ଭୋଗିବ ନିଷ୍ପାପ ଶିଶୁ

କରଞ୍ଜିଆ(କେନ୍ୟୁଜ୍): କଅଁଳ ଶିଶୁଟିର ସେହି ନିରୀହ ମୁହଁକୁ ଦେଖିଲେ ଆଉ ତାର ଭବିଷ୍ୟତ କଥା ଭାବିଲେ ଆପଣଙ୍କ ଆଖି ଛଳ ଛଳ ହୋଇଉଠିବ । କିନ୍ତୁ ଆପଣ ଭାବୁଥିବେ ଏ ଛୁଆଟି ଜେଲକୁ କେମିତି ଯାଇପାରିବ । ହଁ ଆଜ୍ଞା ଇଏ ସିନା ବାଳୁତ ଶିଶୁ ହେଲେ ଦଣ୍ଡର ହକଦାର ଏବେ ତାର ବାପା ମାଆ । ଯାହାଙ୍କ ସହ…

ମୟୂରଭଞ୍ଜ: ଭଣ୍ଡନ ନଦୀରେ ଛେଳିମାନଙ୍କ ସହ ଭାସିଯାଇ ବୃଦ୍ଧା ମୃତ

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆ-ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ଭଣ୍ଡନ ନଦୀ। ନଦୀର ପ୍ରଖର ସୁଅରେ ଛେଳିମାନଙ୍କ ସହ ଭାସିଯାଇ ବୃଦ୍ଧା ମୃତ। ମୃତକ ଯଶୀପୁର ଥାନା ଅନ୍ତର୍ଗତ ଶିମିଳିପାଳ ପାଦଦେଶରେ ଥିବା ଠାକୁରଗୋଡ଼ା ଗ୍ରାମର ନାନୀତା ମହାକୁଡ଼। ସେ ଗତକାଲି ଛେଳି ଚରାଇ…

ମୟୁରଭଞ୍ଜ: ଦୁଇ ପିକଅପ୍ ଭ୍ୟାନ ମୁହାଁମୁହିଁ ଧକା, ଧାନ ରୋଇବାକୁ ଯାଉଥିବା ୩୫ ଶ୍ରମିକ ଗୁରୁତର  

କରଞ୍ଜିଆ(କେନ୍ୟୁଜ୍):  ଦୁଇ  ପିକଅପ୍ ମୁହାଁମୁହିଁ ଧକ୍କା। ପିକଅପରେ ଥିବା ୩୫ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ମହୁଲଡିଆ ଥାନା ଚିଆଁବେଡା ଛକରେ । ସାତକୋଶିଆ ପଞ୍ଚାୟତ ବାଗଦଫା ଗ୍ରାମର ୩୫ ରୁ…